Home Posts tagged brahmapur (Page 2)
Odisha News
ବ୍ରହ୍ମପୁର, ୬/୪: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଛକରେ ଆଜି ଭୋରରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ ରାସ୍ତାକଡ଼କୁ ଓଲଟି ପଡ଼ିବାର ୨ଜଣ ଦଣ୍ଡୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି।ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଦଣ୍ଡୁଆଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ ଓଲଟି ଦୁଇଜଣଙ୍କର Continue Reading
Odisha News
ବ୍ରହ୍ମପୁର,୩୧/୧୨: ଗଞ୍ଜାମ ପାଟପୁର ତପ୍ତପାଣି ଘାଟିରେ ଓଲଟି ପଡିଲା ଟୁରିଷ୍ଟ ବସ । ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ହୋଇପଡିଥିବାବେଳେ ୩୦ରୁ ଅଧିକ ଆହତ ହୋଇଥିବାର ସୂଚନା ମିଳିଛି ।ଖବରରୁ ଜଣାପଡିଛି ଯେ ଯାଜପୁର ଜିଲ୍ଲାର ଦଶରଥପୁର ପଟନନା ଗାଁରୁ ପର୍ଯ୍ୟଟକ ଆସିଥିଲେ ।ପର୍ଯ୍ୟଟକମାନେ ଜିରାଙ୍ଗ ଓ ଖସଡା ଜଳପ୍ରପାତ ବୁଲିବାକୁ ଆସିଥିବାବେଳେ ଆଜି ସେମାନେ ଫେରୁଥିଲେ । ତେବେ ତପ୍ତପାଣି ଘାଟିରେ ବସଟି ନିୟନ୍ତ୍ରଣ ହରାଇ ଓଲଟିପଡିଥିଲା । ଆହତମାନଙ୍କୁ Continue Reading
Odisha News
ବ୍ରହ୍ମପୁର,୨୨/୧୦: ଗଞ୍ଜାମ ଖଲିକୋଟ ବ୍ଲକ ବଡ଼ରାମପଲ୍ଲୀ ଗାଁ ନିକଟରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବାର ଖବର ମିଳିଛି।ମୃତ ଯୁବକ ହେଲେ କୋମଣ୍ଡ ଗାଁର କେ ପଦ୍ମରେଡି। ସେହିପରି ଗୁରୁତର ଯୁବକ ଜଣଙ୍କ ଗୁଡିଝର ଗାଁର ନୃସିଂହ ନାଥ ପଣ୍ଡା ବୋଲି ଜଣାଯାଇଛି।ସୂଚନା ମୁତାବକ ଦୁହେଁ ଶନିବାର ରାତି ସାଢ଼େ ୧୦ଟା ବେଳେ ଅଟୋ ଯୋଗେ ପୁରୁଷୋତ୍ତମପୁରରୁ ନିଜ ଗାଁ ଅଭିମୁଖେ ଆସୁଥିବା ବେଳେ ହଠାତ୍ କିଛି Continue Reading
Odisha News
ବ୍ରହ୍ମପୁର ,୧୧/୭ : ଚଳନ୍ତା ଟ୍ରେନରୁ ବାହାରିଲା ଧୂଆଁ। ଧୂଆଁ ଦେଖି ଶତାଧିକ ଯାତ୍ରୀ ଛାନିଆଁ ହୋଇ ଏକ ସଙ୍ଗେ ବଗିମାନଙ୍କରେ ଥିବା ଚେନ୍କୁ ପୁଲିଂ କରିଥିଲେ। ଫଳରେ ତୁରନ୍ତ ଟ୍ରେନ୍ ଅଟକିଥିଲା। ଟ୍ରେନ୍ ଅଟକିବା ପରେ ସମସ୍ତେ ବାହାରକୁ ଓହ୍ଲାଇ ପଡ଼ିଥିଲେ। ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି। ଏହି ଟ୍ରେନ୍ ଦିବ୍ରୁଗଡ଼ରୁ କନ୍ୟାକୁମାରୀ(ବିବେକ ଏକ୍ସପ୍ରେସ) ଯାଉଥିଲା।ଟ୍ରେନ୍ ଅଟକିବା ପରେ ଯାଞ୍ଚ ହୋଇଥିଲା। ଏଥିରେ ଜଣାପଡ଼ିଥିଲା Continue Reading
Odisha News
ବ୍ରହ୍ମପୁର,୧୧/୭: ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ପାର୍କ ମଧ୍ୟରେ ଥିବା ପୋଖରୀରୁ ଆଜି ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ଦୁଇ ଭାଇ। ସେମାନେ ହେଉଛନ୍ତି ବଡ଼ବଜାର ଅଞ୍ଚଳର କେ. ରାଙ୍ଗା ଆଚାରି (୬୦) ଓ କେ. ଜନାର୍ଦ୍ଦନ ଆଚାରି।ସୂଚନା ଅନୁଯାୟୀ, ଏ ଦୁଇ ଭାଇ ମଦ ପିଇ ଘରେ ଝଗଡ଼ା କରନ୍ତି। ଗତକାଲି ମଧ୍ୟ ଘରେ ସେମାନେ ଝଗଡ଼ା କରିଥିଲେ। ଘରେ ଝଗଡ଼ା କରିବା ପରେ ଅପରାହ୍ନ ପ୍ରାୟ ୪ଟା ବେଳକୁ […]Continue Reading
Odisha News
ବୁର୍ଲା/ବ୍ରହ୍ମପୁର,୫/୭: ବୁର୍ଲା ଭିମ୍‌ସାର୍ର ଡାକ୍ତରୀ ଛାତ୍ରମାନେ ଆଜି ଅମାନବିକତାର ସବୁ ସୀମା ଲଂଘିଛନ୍ତି। ଉତ୍ସବ ମନାଇବା ପାଇଁ ବ୍ରହ୍ମପୁର ଏମ୍କେସିଜି ଛାତ୍ରମାନଙ୍କୁ ନିମନ୍ତ୍ରଣ କରି ଭବ୍ୟ ସ୍ବାଗତ କରିବା ପରିବର୍ତ୍ତେ ଆକ୍ରମଣ କରିଛନ୍ତି।ସ୍ବାଗତ ଆଳରେ ଅଗ୍ନି ନିର୍ବାପକ ଗ୍ୟାସର ପ୍ରୟୋଗ ଯୋଗୁ ଅନେକ ଛାତ୍ର ଅଣନିଶ୍ବାସୀ ହୋଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାକୁ ଗୁରୁତର ସହିତ ନିଆଯିବା ସହିତ ଆସନ୍ତାକାଲି ଥାନାରେ ଏତଲା ଦିଆଯିବ ବୋଲି Continue Reading
Odisha News
ବ୍ରହ୍ମପୁର,୧୫/୬ : ବ୍ରହ୍ମପୁର ସ୍ଥିତ ଗକଉଏ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଡାକ୍ତରୀ ଛାତ୍ରୀଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଭାନୀ ପଟ୍ଟନାୟକ। ସେ ପିଜି ପ୍ରଥମ ବର୍ଷର ଚର୍ମ ବିଭାଗର ଛାତ୍ରୀ ଥିଲେ। ତାଙ୍କ ଘର ପୁରୁଷୋତ୍ତମପୁରରେ।ସୁଭାନୀ ହଷ୍ଟେଲରେ ରହୁଥିଲେ। ଆଜି ସକାଳେ ତାଙ୍କର ସାଙ୍ଗମାନେ ହସ୍ପିଟାଲ ଯିବା ପାଇଁ ବାହାରିବା ବେଳେ ତାଙ୍କ ରୁମ୍ ବନ୍ଦ ଥିଲା। ସେ ବାହାରି ନଥିଲେ। ପରେ ଜଣାପଡ଼ିଲା ତାଙ୍କ ଅବସ୍ଥା ଗୁରୁତର Continue Reading