କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୫/୪ : ବୌଦ୍ଧ ଜିଲ୍ଲା ରେ ଆଜି ଭାରତ ରତ୍ନ ଡକ୍ଟର ବି. ଆର୍. ଆମ୍ବେଦକରଙ୍କ ଜ଼ିଲ୍ଲାସ୍ତରୀୟ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳ ଘ. ୬.୩୦ ମି ସମୟରେ ବୌଦ୍ଧଗଡ଼ ଏନ. ଏ. ସି. ର ସଫେଇ କର୍ମଚାରୀ ମାନେ ସହରର ବିଭିନ୍ନ ସ୍ଥାନରେ ସଫେଇ କରିଥିଲେ ।ବସଷ୍ଟାଣ୍ଡ ଠାରେ ସାମୁହିକ ସଫେଇ କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ, ଏନ. ଏ. ସି. ବୌଦ୍ଧଗଡ଼, ଜ଼ିଲ୍ଲା ସୂଚନା ଓ ଲୋକ […]Continue Reading

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୪/୪ : ବୌଦ୍ଧ ଜିଲ୍ଲା ରେ ଆଜି ଭାରତ ରତ୍ନ ଡକ୍ଟର ବି. ଆର୍. ଆମ୍ବେଦକରଙ୍କ ଜ଼ିଲ୍ଲାସ୍ତରୀୟ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳ ଘ. ୬.୩୦ ମି ସମୟରେ ବୌଦ୍ଧଗଡ଼ ଏନ. ଏ. ସି. ର ସଫେଇ କର୍ମଚାରୀ ମାନେ ସହରର ବିଭିନ୍ନ ସ୍ଥାନରେ ସଫେଇ କରିଥିଲେ ।ବସଷ୍ଟାଣ୍ଡ ଠାରେ ସାମୁହିକ ସଫେଇ କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ, ଏନ. ଏ. ସି. ବୌଦ୍ଧଗଡ଼, ଜ଼ିଲ୍ଲା ସୂଚନା ଓ ଲୋକ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୨/୪ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଓଡ଼ିଆ ପକ୍ଷ – ୨୦୨୫ ପାଳନ ଅବସରରେ ଯୁବଲେଖକ ସମ୍ମିଳନୀ ର ଦ୍ଵିତୀୟ ପର୍ଯ୍ୟାୟରେ ବରିଷ୍ଠ ସାହିତ୍ୟିକ ତଥା ସଂଯୋଜକ ଡ଼. ଇଂ ସଞ୍ଜୟ କୁମାର ପଣ୍ଡା, ବରିଷ୍ଠ ସାହିତ୍ୟିକ ସୁନୀଲ ହରିପାଲ, ସୁଶାନ୍ତ କୁମାର ମହାପାତ୍ର, ରମେଶ ପ୍ରସାଦ ମେହେର, ସନ୍ତୋଷ କର୍ଣ୍ଣ, ନୀଳ ଲୋହିତ ମହାପାତ୍ର, ଦୁଃଖୀଶ୍ୟାମ ବେହେରା, ଦିଲ୍ଲୀପ ମହାନ୍ତି, ପଦ୍ମାଳୟା Continue Reading

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୧/୪ : ଶୁକ୍ରବାର ଅପରାନ୍ହ ୩ ଘଣ୍ଟା ସମୟରେ ବୌଦ୍ଧ ବ୍ଲକ୍ ଜନ୍ହାପଙ୍କ ଠାରେ ଜିଲ୍ଲା ସ୍ତରୀୟ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୁଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ଭାରତ ବୟୋ ବନ୍ଦନା ଯୋଜନାର କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।କଟକ ଠାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି. ନଡା ଓ ମୁଖ୍ୟ […]Continue Reading

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୧/୪ : (ଗୁରୁବାର )ସନ୍ଧ୍ୟା ୬ ଘଣ୍ଟା ୩୦ ମି.ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବୌଦ୍ଧ ଜିଲ୍ଲାରେ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଥିବା ଆୟୁଷ୍ମାନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଜ଼ିଲ୍ଲାପାଳ ଶ୍ରୀ ଅନିରୁଦ୍ଧ ପଧାନ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରେସ ମିଟ ଜ଼ିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମ ରେ Continue Reading

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୧/୪: ଜିଲ୍ଲା ଷ୍ଟାଡିଅମ ବୌଦ୍ଧ ଠାରେ ଚାଲିଥିବା ୧୫ ବର୍ଷରୁ କମ୍ ଇଣ୍ଟର ଡିଷ୍ଟ୍ରିକ୍ଟ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଗୁରୁବାର ଚତୁର୍ଥ ଦିନର ମ୍ୟାଚ ଭିଏସଏସ କ୍ଲବ ମନୁପାଲି ଓ ଏମଏମୱାଇସି ମାଉଳିସିଙ୍ଗା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ଭିଏସଏସ କ୍ଲବ ମନୁପାଲି ଟିମ୍ ୨-୧ ଗୋଲ୍ରେ ବିଜୟୀ ହୋଇଛି । ଆଜି ସକାଳେ ଅନୁଷ୍ଠିତ ହୋଇଥିବା ଫୁଟବଲ୍ ମ୍ୟାଚରେ ଅତିଥିଭାବେ ଜିଲ୍ଲା ଶିକ୍ଷା ଅଧିକାରୀ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୯/୪ : ଜ଼ିଲ୍ଲା ସ୍ତରୀୟ ଓଡ଼ିଆ ପକ୍ଷ ପାଳନ ସମାରୋହ -୨୦୨୫ ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ, ବୌଦ୍ଧ ଶ୍ରୀ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ।ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ – ଜ଼ିଲ୍ଲାପାଳ Continue Reading

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୯/୪ : ମଙ୍ଗଳବାର ଆଜି ଅପରାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ମାନ୍ୟବର ମନ୍ତୀ ଙ୍କ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ୨୦୨୫ ଅନୁଷ୍ଠିତ ହୋଇଯାଇଛି ।ମାନ୍ୟବର ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ଏବଂ ସାର୍ବଜନୀନ ଉଦ୍ୟୋଗ, ଓଡ଼ିଶା ସରକାର ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମହାପାତ୍ର ଜିଲ୍ଲା ଓ ଏହାର ସହରାଞ୍ଚଳର ପାନୀୟଜଳ ସମସ୍ୟା, ପରିମଳ ବ୍ୟବସ୍ଥା ପରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୫/୪ : (ଶୁକ୍ରବାର) ଦିନ ଦିବା ୧୧ ଘଟିକା ସମୟରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ବୌଦ୍ଧଗଡ଼ ଏନ. ଏ. ସି.ପରିଚାଳିତ ଆହାର କେନ୍ଦ୍ର ପରିଦର୍ଶନ କରିଛନ୍ତି ସିଟି ଓ ଜିଏସଟି କମିଶନର ଶ୍ରୀମତୀ ଜାମିନୀ ଷଡ଼ଙ୍ଗୀ ।ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ଶ୍ରୀମତୀ ଷଡ଼ଙ୍ଗୀ ଆହାର କେନ୍ଦ୍ରରେ ପହଂଚି ଖାଦ୍ୟ ପ୍ରସ୍ତୁତି,ସ୍ୱଚ୍ଛତା, ଖାଦ୍ୟ ବିତରଣ ଓ ଖାଦ୍ୟର ମାନ ସମୀକ୍ଷା କରିଥିଲେ ।ଆହାର କେନ୍ଦ୍ର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩/୪ : (ଗୁରୁବାର) ଦିନ ଦିବା ଘ.୧୨.୧୫ ମିନଟ ସମୟରେ ହରଭଙ୍ଗା ବ୍ଲକ ଚାରିଛକ ଠାରେ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ସିଟି ଓ ଜିଏସଟି କମିଶନର ଶ୍ରୀମତୀ ଜାମିନୀ ଷଡ଼ଙ୍ଗୀ ଚାରିଛକ ଠାରେ ଥିବା ଦୁଗ୍ଧ ଶୀତଳିକରଣ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ।ଉକ୍ତ ଅବସରରେ ସେଠାରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ମାଈ ବାଛୁରୀ ଯୋଜନାର ଶୁଭାରମ୍ଭ କରିଥିଲେ ଓ ତା ସହିତ ବାଛୁରୀ ଦାନା ବିତରଣ Continue Reading