Home Posts tagged boudh district (Page 4)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୭/୨ : ବୌଦ୍ଧ ଠାରେ ଶୁକ୍ରବାର ଦିନ ମୋ ଜଙ୍ଗଲ ଜମି ଯୋଜନା ସଂପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଅଛି ।  DWO ସୂର୍ଯ୍ୟ ନାରାୟଣ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଉପଜିଲାପାଳ ରବିନ୍ଦ୍ର ନାଥ କହଁର ଅତିଥି ଭାବେ ଯୋଗଦେଇଥିଲେ ।ଏକ୍ସପର୍ଟ ଭାବେ ବାଳକୃଷ୍ଣ ସାହୁ, ପ୍ରଦୀପ ମହାରଣା, ଲିଙ୍ଗରାଜ ମହାକୁଡ଼ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ Continue Reading
Odisha News
ବୌଦ୍ଧ,୧୫/୨ : ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବସନ୍ତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବସନ୍ତଙ୍କ ଘର ସମେତ ୧୦ଟି ସ୍ଥାନରେ ଏହି ଚଢ଼ଉ ଚାଲିଛି।ଭୁବନେଶ୍ୱର, ବୌଦ୍ଧ ଥିବା ଭଡ଼ା ଘର ଓ ଅଫିସସ, ଗଞ୍ଜାମ ଜିଲ୍ଲାରେ ଥିବା ପୈତୃକ ଘର , ବ୍ରହ୍ମପୁର ଓ ଭଂଜନଗର ସମେତ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି।ବସନ୍ତ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ୬ମାସ […]Continue Reading
Odisha News
ବୌଦ୍ଧ, ୧୮/୧ : ବୌଦ୍ଧ ବୁଢ଼ାଖୋଲ୍ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଧ୍ୱଂସ କରିଛନ୍ତି ଏସଓଜି ଯବାନ। ନକ୍ସଲ କ୍ୟାମ୍ପରୁ IED ଲ୍ୟାଣ୍ଡମାଇନ, ବିଦ୍ୟୁତ୍ ତାର ସହିତ ବହୁ ବିସ୍ଫୋରକ ଜବତ କରିଛନ୍ତି ଯବାନ।ବୁଢ଼ାଖୋଲ୍ ଓ ମାତାକୁପା ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ କରି ରହିଥିବା ଏସଓଜି ଯବାନମାନେ ଖବର ପାଇଥିଲେ। ପରେ ଜଙ୍ଗଲରେ ଯବାନମାନେ କୁମ୍ବିଂ ଅପରେସନ କରିଥିଲେ। ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ମାଡ କରିଥିଲେ। ଯବାନମାନେ ମଧ୍ୟ ପାଲଟା ଗୁଳି ମାଡ଼ କରିଥିଲେ। Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧/୧: ମାଆ ବୌଦ୍ଧ ବିଚାର ବିଭାଗୀୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିବା ବେଳେ ବୌଦ୍ଧ ସହରର ସାନମାଳିସାହିର ଝିଅ ଦିପିକା ବଡମାଳୀ ଓଡିଶା ଜୁଡିସିଆଲ ସର୍ଭିସରେ ସଫଳତା ବୌଦ୍ଧ ପାଇଁ ଗୌରବ ଆଣିଛନ୍ତି । ସୂଚନା ମୁତାବକ ଦିପିକା ବଡମାଳୀଙ୍କ ଜେଜେବାପା ସ୍ୱର୍ଗତ ତ୍ରିୁପୁରାରୀ ବଡମାଳୀ, ବାପା ସ୍ୱର୍ଗତ କାଳିଆ ଶଙ୍କର ବଡମାଳୀ ବୌଦ୍ଧ ବିଚାର ବିଭାଗୀୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରିଥିଲେ । ବର୍ତ୍ତମାନ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୨/୧୨: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ବୀରନରସିଂହପୁର ଠାରେ ସାତ ଦିନ ଧରି ଚାଲିଥିବା ଗଡଜାତ ଲୋକ ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା ଗୁରୁବାର ଦିନ ଉଦଯାପିତ ହୋଇଛି । ଉଦଯାପନୀ ଉତ୍ସବରେ କମିଟିର ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ତଥା ସୂଚନା ଲୋକ ଓ ସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୭/୧୨: ଜିଲ୍ଲାର ହରଭଙ୍ଗାବ୍ଲକ ସ୍ଥିତ ବିରନରସିଠହପୁର ହାଇସ୍କୁଲ ପଡିଆ ଠାରେ ସପ୍ତମ ଗଡଜାତ ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଗଡଜାତ ଲୋକ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇ ଉଦଘାଟନ କରିଥିଲେ । ବୌଦ୍ଧ ଗଡଜାତର କଳା ସଂସ୍କୃତି ପରମ୍ପରାକୁ ବିଶ୍ୱ ଦରବାରରେ ପହଂଚାଇ ଏକ ସ୍ୱତନ୍ତ୍ର ପରିଚୟ ଏହି ମହୋତ୍ସବ ସୃଷ୍ଟି କରିପାରିଛି ବୋଲି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୬/୧୨: ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ନେଇ ବିଭିନ୍ନ କମିଟିର ବୈଠକ ଅନୁଷ୍ଠିତ ହୋଇଛି । ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ନୃସିଂହ ଚରଣ ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ବିଭିନ୍ନ କମିଟିର ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ସାମିଲ ହୋଇଥିଲେ ।ଜାନୁୟାରୀ ୨ ତାରିଖ ରୁ ଜାନୁୟାରୀ ୬ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ କଚେରୀ ପଡିଆ ଠାରେ ବୌଦ୍ଧ ମହୋତ୍ସବ ଅନୁଷ୍ଠିତ ହେବ । ବିଶେଷ କରି ପଲ୍ଲିଶ୍ରୀ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୫/୧୨: ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲାପାଳ ଙ୍କ ସଦଭାବନା ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଉପ ଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ସଂଗଠନର ୧୧ ଦଫା ଦାବୀ ପୂରଣ ଉପରେ ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବା ସହିତ ଦୃଢ ପ୍ରତିଶୃତି ପ୍ରଦାନ କରିଥିଲେ ।ବୌଦ୍ଧ ଜିଲ୍ଲାର ସମସ୍ତ ଡିହ ହୀନ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୩/୧୨: ବୌଦ୍ଧ ଭୈରବୀ ପଡିଆଠାରେ ସାଂସ୍କୃତିକ ଅନୁଷ୍ଠାନ ମଦନ ମୋହନ ନାଟ୍ୟ କଳାପରିଷଦ ପକ୍ଷରୁ ଚାଲିଥିବା ଧନୁଯାତ୍ରା ନାଟ୍ୟୋତ୍ସବର ମଙ୍ଗଳବାର ଥିଲା ତୃତୀୟ ସଂନ୍ଧ୍ୟା । ନାଟକ ପ୍ରାରମ୍ଭରୁ ଏକ ନୃତ୍ୟ ନାଟିକା ଭକ୍ତ ପ୍ରହଲ୍ଳାଦ ପରିବେଷିତ ହୋଇଥିଲା ।ତୃତୀୟ ସନ୍ଧ୍ୟାରେ ନାଟକ ପରିବେଷଣ ହୋଇଥିଲା ମଥୁରାର କଳାଚାନ୍ଦ ଗୋପରେ ବଢୁଛି । ଏହି ନାଟକରେ କୃଷ୍ଣ ବଳରାମଙ୍କ ବାଲ୍ୟ ଳୀଳା , ଜାମଳାଅର୍ଜୁନ ଭଂଜନ, ବିଶ୍ୱରୁପ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୯/୧୨: ସ୍ଥାନୀୟ କଚେରୀ ପଡିଆଠାରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ୍‌୍ ବୌଦ୍ଧ ଦ୍ୱାରା ଗତ ୩ ତାରିଖଠାରୁ ଆୟୋଜିତ ହୋଇଥିବା ଅଷ୍ଟାଦଶ ବୌଦ୍ଧ ପୁସ୍ତକମେଳା ଇତି ମଧ୍ୟରେ ଉଦଜାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥିଭାବେ ସୁସାହିତ୍ୟିକା ଗାୟତ୍ରୀ ସରାଫ, ଓ-ଟିଭିର ଏଡିଟର ବବିତା ସ୍ୱାଇଁ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରବିନାରାୟଣ ତ୍ରିପାଠୀ ଯୋଗଦେଇଥିଲେ ।ଜର୍ଣ୍ଣାଲିଷ୍ଟ ଫୋରମ୍‌୍ ସଭାପତି ଦିବ୍ୟଶଙ୍କର ରାଉତ, Continue Reading