Home Posts tagged BISHAKHPATANA
Odisha News Sports News
ବିଶାଖାପାଟଣା,୪/୨ : ରୋମାଞ୍ଚକର ସ୍ଥିତିରେ ପହଞ୍ଚିଯାଇଛି ବିଶାଖାପାଟଣା ଟେଷ୍ଟ। ମ୍ୟାଚର ୩ୟ ଦିନରେ ଭାରତ ନିଜର ୨ୟ ଇନିଂସରେ ୨୫୫ରନରେ ଅଲଆଉଟ ହୋଇଯାଇଛି । ଫଳରେ ବିଜୟ ପାଇଁ ୩୯୯ ରନ ଆବଶ୍ୟକ କରୁଛି ଇଂଲଣ୍ଡ ।ଆଜିର ମ୍ୟାଚରେ ଭାରତ ନିଜର ଗତକାଲିର ସ୍କୋର ୨୮/୦ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । ତେବେ ଏହି ଇନିଂସରେ ବି ଅଧିନାୟକ ରୋହିତ ଶର୍ମା ବଡ଼ ସ୍କୋର କରିପାରିନଥିଲେ ଓ ମାତ୍ର ୧୩ ରନରେ ଆଉଟ ହୋଇଥିଲେ । […]Continue Reading
Odisha News
ବିଶାଖାପାଟଣା,୭/୭ : ବିଶାଖାପାଟଣାର ପାଗଡିପାଲି-ବୋମାଇପାଲି ନିକଟରେ ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ନିଆଁ ଲାଗିଯାଇଛି। ଟ୍ରେନରେ ନିଆଁ ଲାଗିବା ଯୋଗୁ ଯାତ୍ରୀମାନଙ୍କର କିଛି କ୍ଷୟକ୍ଷତି ହୋଇ ନାହିଁ। ହେଲେ ଯାତ୍ରୀଙ୍କର ଆସବାବ ପତ୍ର ପୋଡ଼ିଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତିଟ୍ରେନ ଏକାଧିକ ବଗିରେ ନିଆଁଥିବା ଜଣାପଡ଼ିଛି। ପ୍ରବଳ ଧୁଆଁ ବାହାରିବା ଯୋଗୁ ଅଗ୍ନିଶମ ବାହିନୀଙ୍କୁ ନିଆଁକୁ ଆୟତ କରିବା ପାଇଁ ଅସୁବିଧା Continue Reading
Seo wordpress plugin by www.seowizard.org.