Home Posts tagged BHUBANESWAR RECORDED 43.2 DEGREE.
Odisha News
ଭୁବନେଶ୍ବର,୨୪/୪: ରାଜ୍ୟବାସୀଙ୍କୁ ଆଜି ବି ତାତିରୁ ତ୍ରାହି ମିଳି ନାହିଁ। ପ୍ରବଳ ଖରାକୁ ତତଲା ଝାଞ୍ଜିରେ ଓଡ଼ିଶାବାସୀ ସିଝିଛନ୍ତି। ଦିନ ୨ଟା ୩୦ରେ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର।ଭୁବନେଶ୍ବରରେ ତାପମାତ୍ରା ୪୩.୨ ଡିଗ୍ରି ରେକର୍ଡ। ରାଜ୍ୟର ୬ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଝାରସୁଗୁଡ଼ାରେ ୪୨.୯, ଚାନ୍ଦବାଲିରେ ୪୨.୨, ବାଲେଶ୍ୱରରେ ୪୧.୪, ରାଉରକେଲାରେ ୪୧.୮, ସମ୍ବଲପୁରରେ ୪୦.୧, ହୀରାକୁଦରେ ୩୯.୨, କେନ୍ଦୁଝରରେ ୩୮.୪, ଗୋପାଳପୁରରେ Continue Reading
Seo wordpress plugin by www.seowizard.org.