ଭଦ୍ରକ,୨୨/୪: ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ ଛିଡ଼ା ହୋଇଥିବା ବେଳେ ଏକ ସ୍କର୍ପିଓ ତା’ ପଛରେ ପିଟି ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି।ସ୍କର୍ପିଓଟି ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ସ୍କର୍ପିଓଟିରେ ପଶ୍ଚିମବଙ୍ଗର ରେଜିଷ୍ଟ୍ରେସନ ନମ୍ବର ରହିଛି। ଦୁର୍ଘଟଣା ପରେ ପୁଲିସ୍ ସ୍କର୍ପିଓରେ ଥିବା ୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲକୁ Continue Reading
ଭଦ୍ରକ,୧୭/୪: ବେଦାନ୍ତ ଫେକର କାରଖାନାରେ ପୁଣି ୧୪୪ ଧାରା ବୃଦ୍ଧି କରାଯାଇଛି। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶ୍ରମିକଙ୍କ ମୁମ୍ବାଇରେ ମୃତ୍ୟୁ ହୋଇଯାଇଛି।କିଛି ଅଘଟଣ ଆଶଙ୍କାରେ ଆଜି ସକାଳ ୬ଟାରୁ ୧୯ ତାରିଖ ୬ଟା ପର୍ଯ୍ୟନ୍ତ ଏହି ୧୪୪ ଧାରା ଅବଧିକୁ ବଢ଼ାଇ ଦିଆଯାଇଛି। ଫେକର କାରଖାନା ପରିସର ସମେତ ଏହାର ଆଖପାଖ ଅଞ୍ଚଳର ୨୦୦ ମିଟର ପର୍ଯ୍ୟନ୍ତ ଏହି ୧୪୪ ଧାରା ଲାଗୁ କରାଯାଇଛି। ଦୁର୍ଘଟଣାକୁ ନେଇ ପୂର୍ବରୁ ୨ ଥର ୧୪୪ ଧାରା […]Continue Reading
ଭଦ୍ରକ,୬/୪: ବିଲରେ ଖେଳୁଥିବା ବେଳେ ୪ ଜଣ ଶିଶୁ କୀଟନାଶକ ପିଇ ଦେଲେ। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଝିଙ୍କିରିଆରେ ଘଟିଛି ଏହି ଘଟଣା।ଏହି ଶିଶୁମାନଙ୍କ ବୟସ ଦେଢ଼ ବର୍ଷରୁ ୩ ବର୍ଷ ମଧ୍ୟରେ। ସେମାନଙ୍କ ମଧ୍ୟରେ ଦୁଇ ଜଣ ଭାଇଭଉଣୀ ଅଛନ୍ତି। ଅନ୍ୟ ଦୁଇ ଛୁଆ (ଜଣେ ଦେଢ଼ ବର୍ଷର ପୁଅ ଓ ଜଣେ ୩ ବର୍ଷର ଝିଅ) ଅନ୍ୟ ଦୁଇ ପରିବାରର।କୀଟନାଶକ ପିଇ […]Continue Reading
By Amar Barik Dhamra, March 3: Dhamra LNG terminal is a state of the art 5 million tons per annum (mtpa) capacity import terminal and a wholly owned subsidiary of Adani Total Private Limited – a strategic 50-50 Joint Venture between India’s Adani Group and the global multi-energy companyTotalEnergies. The terminal, when commissioned in the […]Continue Reading
ଭଦ୍ରକ,୨୦/୩ : ସାଙ୍ଗ ଜନ୍ମ ଦିନ ଥିବାରୁ ହସଖୁସିରେ ଗିଫ୍ଟ ଧରି ସାଙ୍ଗ ଘରକୁ ଯାଉଥିଲେ ତିନି ସାଙ୍ଗ। ହେଲେ ସେମାନଙ୍କ ଖୁସି ବେଶୀ ସମୟ ରହି ନଥିଲା। ବାଟରେ ଦୁର୍ଘଟଣା ଘଟିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ଆହତ ହୋଇଥିଲେ।ଏହି ସଡ଼କ ଦୁର୍ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ମାଙ୍କଡିଆ ନିକଟରେ। ମୃତ ଯୁବକ ଜଣଙ୍କ ହେଲେ ସଂଗ୍ରାମ। ଅନ୍ୟ ଦୁଇ ସାଙ୍ଗଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ପରିଚୟ […]Continue Reading
ଭଦ୍ରକ,୨୪/୨: ଭଦ୍ରକ ଚରମ୍ପା ସ୍ଥିତ ପୂର୍ବତଟ ରେଳବାଇର ବରିଷ୍ଠ ଅନୁଭାଗ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରାୟ ୭ ଲକ୍ଷ ଟଙ୍କାର ଜିନିଷ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।ସେଠାରେ ଡ୍ୟୁଟିରେ ଥିବା ରେଳ କର୍ମଚାରୀଙ୍କୁ ବାନ୍ଧି କିଛି ଦୁର୍ବୃତ୍ତ ଟ୍ରକ୍ ସାହାଯ୍ୟରେ ତା’ର ଓ ଅନ୍ୟାନ୍ୟ ବିଦ୍ୟୁତ୍ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି। ରେଳବାଇ ପୁଲିସ୍ ଘଟଣାର ତଦନ୍ତ କରୁଛି।ଘଟଣାଟି ଘଟିଛି ଗତ ୨୧ ତାରିଖ ରାତିରେ। ସେଦିନ ରାତିରେ ଏମ୍ଡି କୁରବାନଙ୍କ ଡ୍ୟୁଟି Continue Reading
ଭଦ୍ରକ,୧୧/୨: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜୁରାଗଢିଆ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍କୁ ତୀର୍ଥଯାତ୍ରୀ ବସ୍ ପଛରୁ ଧକ୍କା ଦେବାରୁ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି।ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କ ଘର ପଶ୍ଚିମବଙ୍ଗର ବୋଲି ଜଣାଯାଇଛି।ଗତକାଲି ତୀର୍ଥଯାତ୍ରୀ ବସ୍ଟି କୋଲକାତାରୁ ପୁରୀ ଅଭିମୁଖେ ଯାଉଥିଲା। ଏହି ସମୟରେ ଜୁରାଗଢିଆ ନିକଟରେ ଏକ ଟ୍ରକ୍ Continue Reading
ଭଦ୍ରକ,୩୧/୧: ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଗେଲପୁର ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଚିପ୍ସ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଜାତୀୟ ରାଜପଥର ୧୫ଫୁଟ୍ ତଳକୁ ଖସି ପଡ଼ିବାରୁ ୩ଜଣ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଟ୍ରକ୍ ଡ୍ରାଇଭର, ହେଲପର ଓ ଅନ୍ୟ ଜଣେ ସାଧାରଣ ଲୋକ। କାହାର ପରିଚୟ ମିଳିନାହିଁ। ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି।ଆଜି ସକାଳେ ଚିପ୍ସ ବୋଝେଇ ଟ୍ରକ୍ଟି […]Continue Reading
By Akshaya Patnaik Bhadrak/Jajpur/ Keonjhar, Jan. 19: Hundreds of farmers in Odisha on Thursday took to the streets and dumped paddy on the roads as a mark of the protests against Katni Chatni in paddy procurement. ‘Katni Chhatni’ is a local colloquial Odia term which implies deduction of a certain quantity of farm produce by […]Continue Reading
ଭଦ୍ରକ,26/12: ପ୍ରବଳ କୁହୁଡ଼ି ପାଇଁ ଭଦ୍ରକରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଭଦ୍ରକର ଗେଲପୁର ପାୱାର ହାଉସ ଛକ ନିକଟରେ ପୁରୀରୁ କଲିକତା ଫେରୁଥିବା ବେଳେ ଏକ କାର୍ ଓ ଏକ ସ୍କର୍ପିଓ ଗାଡ଼ିକୁ ରାସ୍ତା ଦେଖା ନ ଯିବାରୁ ଡିଭାଇଡର ଉପରକୁ ଚଢ଼ାଉ ଦେଇଥିଲେ।ଏହାଫଳରେ ଘଟଣାସ୍ଥଳରେ କାରରେ ଥିବା ପଶ୍ଚିମବଙ୍ଗର ଲୋକମାନେ ସାମାନ୍ୟ ଆହତ ହୋଇଥିଲେ। ସେମାନଙ୍କୁ ପୁଲିସ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ନେଇଥିଲେ। ଏବେ ସମସ୍ତଙ୍କ ସ୍ବାସ୍ଥ୍ୟ ଭଲ ରହିଛି। ପ୍ରାଥମିକ Continue Reading