Home Posts tagged Bhadrak
Odisha News
ଭଦ୍ରକ, ୧୧/୩: ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ନନ୍ଦପୁର ଛକ ନିକଟରେ କାର ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। କଲେଜ ଯିବା ବେଳେ ଛାତ୍ରୀଙ୍କ ଉପରେ ଚଢ଼ିଗଲା କାର। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ କାର ଭାଙ୍ଗିବା ସହ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଭଦ୍ରକ-ଚାନ୍ଦବାଲି ରାସ୍ତାର ତିହିଡ଼ି ଥାନା ନନ୍ଦପୁର ଠାରେ ଦୁର୍ଘଟଣା ଘଟିଛି।ଯୁକ୍ତ ଦୁଇରେ ପଢ଼ୁଥିବା ଛାତ୍ରୀଙ୍କ ନାଁ ପ୍ରଭାସିନୀ ନାୟକ। ଛାତ୍ରୀଜଣକ ତାଳପଦା ସ୍ଥିତ ମାଣିକଲାଲ ମହିଳା Continue Reading
Odisha News
ଭଦ୍ରକ,୧୭/୨ : ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କ ପାଇଁ ଦିନକୁ ଦିନ ଅଡ଼ୁଆ ବଢ଼ିବାରେ ଲାଗିଛି। ଦୁଇ ଦିଦ ତଳେ ପ୍ରଫୁଲ୍ଲଙ୍କ ଘର ସମେତ ୧୦ଟି ସ୍ଥାନରେ ଇଡି ରେଡ୍ କରିଥିବା ବେଳେ ଏବେ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅକୁ ଇଡି ସମନ କରିଛି।ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଇଡି ସମନ କରିଥିବା ଜଣାଯାଇଛି। ଡକ୍ୟୁମେଣ୍ଟ ସହ ହାଜର ହେବାକୁ ଉଭୟଙ୍କୁ ସମନ […]Continue Reading
Odisha News
ଭଦ୍ରକ,୨୨/୧୨: ଘରେ ପଶି ଯାଜପୁରର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍ଓ) ରଘୁନାଥ ପାଢ଼ୀଙ୍କୁ ଛୁରାମାଡ଼ ହୋଇଥିବା ଜଣାଯାଇଛି। ଘରୁ ଲୁଟ୍ ଉଦ୍ୟମ ବେଳେ ଛୁରାମାଡ଼ ହୋଇଥିବାର ସୂଚନା ରହିଛି। ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି, ପରେ କଟକ ସ୍ଥାନାନ୍ତର କରାଯାଇଛି।ଲୁଟ ଉଦ୍ଦେଶ୍ୟରେ ଘରେ ପଶିଥିଲେ, ଛୁରାମାଡ଼ କରି ଫେରାର ହୋଇଗଲେ ଦୁର୍ବୃତ୍ତ। ପୂର୍ବରୁ ଦୁର୍ବୃତ୍ତମାନେ ମଧ୍ୟ ବାରମ୍ବାର ଚୋରି ଉଦ୍ୟମ Continue Reading
Top Stories
By Mehendra Darjee Bhubaneswar, Nov. 2: Odisha’s ruling Biju Janata Dal (BJD) on Thursday appointed former ministers Pratap Jena and Sanjay Kumar Das Burma as the district observers. According to the release, Odisha Chief Minister and BJD president Naveen Patnaik appointed Jena, the MLA from Mahanga, and senior leader Sanjay Das Burma as the observers […]Continue Reading
Odisha News
ଭଦ୍ରକ,୪/୧୦: ଧନ ତୁ ଉଠରେ ଧନଟ୍ଟ। ମୋ ଧନଟା ପରା ଆମକୁ କନ୍ଦାଇ ତୁ କଣ ପାଉଛୁ ତୁ ଉଠିପଡ଼ରେ ଧନଟ୍ଟ। ଭଦ୍ରକ ମେଡିକାଲ ପରିସର କାନ୍ଦ ବୋବାଳିରେ ଫାଟି ପଡୁଛି। କାରଣ ୬ ବର୍ଷର କୁନି ପୁଅଟି ସ୍କୁଲରେ ଖେଳୁଥିବା ବେଳେ ଆଖିବୁଜି ଦେଇଛି। ବାପା ମା ଚେତାଶୂନ୍ୟ ହୋଇଯାଉଛନ୍ତି ଆଉ ତାଙ୍କୁ ଦେଖି ମେଡିକାଲରେ ଥିବା ଅନ୍ୟ ଲୋକାମାନେ ମଧ୍ୟ କୋହ ସମ୍ଭାଳି ପାରୁନାହାନ୍ତି କାରଣ ବିଦ୍ୟାଳୟର ଫଳକ ପଡ଼ି ପ୍ରଥମ ଶ୍ରେଣୀ ଛାତ୍ରର […]Continue Reading
Odisha News
ଭଦ୍ରକ,୨୭/୮: ଭଦ୍ରକ ଜିଲ୍ଲା ତିହିଡ଼ି ଥାନାରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଉକ୍ତ କନେଷ୍ଟବଳଙ୍କ ନାମ ତୋଫାନ କୁମାର ପାତ୍ର ବୋଲି ଜଣାଯାଇଛି ।ସରକାରୀ କ୍ୱାର୍ଟର୍ସରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ତିହିଡ଼ି ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଘଟଣାର ତଦନ୍ତ ଆରମ୍ଭ କରିଛି ତିହିଡ଼ି ପୁଲିସ।ସୂଚନା ଅନୁଯାୟୀ, କନେଷ୍ଟବଳ Continue Reading
Odisha News
ଭଦ୍ରକ,୨୪/୭: ତଣ୍ଟିଚିପି ମା-ପୁଅଙ୍କୁ ହତ୍ୟା କଲା ବାପା । ମଦ ନିଶାରେ ଉଜାଡିଦେଲା ପୁରା ପରିବାର। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡ଼ିଆ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ।ଜଣେ ମଦ୍ୟପ ସ୍ୱାମୀ, ପତ୍ନୀ ଓ ପୁଅକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା କୁହାଯାଉଛି। ସୂଚନା ଅନୁଯାୟୀ ବନ୍ତ ଅଂଚଳର ଉମେଶ ନାୟକ କୁଶଗଡ଼ିଆଠାରେ ପତ୍ନୀ କାଞ୍ଚନବାଳା ସେଠି ଓ କୁନି ପୁଅ ସହ ଭଡାଘରେ ୨/୩ବର୍ଷ ହେବ ରହି ଆସୁଥିଲେ। […]Continue Reading
Odisha News
ଭଦ୍ରକ,୬/୭: ଛତୁ ତରକାରୀ ଖାଇ ଗୋଟିଏ ପରିବାରର ୬ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଶିଶୁ। ଅନ୍ୟ ୨ ଜଣ ହେଉଛନ୍ତି ମହିଳା। ଭଦ୍ରକ ଜିଲ୍ଲା ରାହଞ୍ଜ ଗାଁରେ ଘଟିଛି ଏହି ଘଟଣା।ରାହଞ୍ଜ ଗାଁର ଲକ୍ଷ୍ମୀପ୍ରିୟାଙ୍କ ପରିବାରର ଲୋକେ ଛତୁ ଆଣି ରୋଷେଇ କରିଥିଲେ। ଘର ପାଖରୁ ସେମାନେ ସେହି ଛତୁ ତୋଳି ଆଣିଥିଲେ। ତେବେ ତାହା କି ଛତୁ ଥିଲା, ତାହା ଜଣାପଡ଼ିନାହିଁ।ଛତୁକୁ ରୋଷେଇ କରି ଖାଇବା ପରେ […]Continue Reading
Odisha News
ଭଦ୍ରକ,୬/୭ : ଭଦ୍ରକ ଜିଲ୍ଲା ଖଣ୍ଡତଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୪ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି।ଭଦ୍ରକ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଖାଦ୍ୟରେ ଝିଟିପିଟି ପଡ଼ିଥିବାରୁ ଏମିତି ହେଲା ବୋଲି ଅଭିଯୋଗ ହୋଇଛି।ଗୋଳକ ଦାସ ନାମକ ଜଣେ ଅଭିଭାବକ କହିଛନ୍ତି ଯେ ଖାଦ୍ୟରେ ଛୋଟ ଝିଟିପିଟି ଟିଏ ପଡ଼ିଥିଲା। ଝିଟିପିଟିଟି ବହୁତ ଛୋଟ ଥିଲା। Continue Reading
Odisha News
ଭଦ୍ରକ,୨୩/୫: କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍ ପରୀକ୍ଷାରେ ଭଦ୍ରକର ଝିଅ ସୁଶ୍ରୀ ଶୋଭାଙ୍ଗୀ ଖୁଣ୍ଟିଆ ୨୪୮ତମ ରାଙ୍କ ଆଣିଛନ୍ତି। ସର୍ବ ଭାରତୀୟ ସ୍ତରରେ ଏହି ସଫଳତା ହାସଲ କରିବା ପରେ ସେ ଗଣମାଧ୍ୟମର ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଶୋଭାଙ୍ଗୀ ଖୁଣ୍ଟିଆ କହିଛନ୍ତି, ଯଦି ସୁଯୋଗ ମିଳେ, ତେବେ ସେ ଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରିବି। ଶିକ୍ଷା ବିଭାଗରେ ସଂସ୍କାର ଆଣିବାକୁ ଲକ୍ଷ୍ୟ Continue Reading
Seo wordpress plugin by www.seowizard.org.