Home Posts tagged Bhadrak district (Page 4)
Odisha News
ଭଦ୍ରକ,୮/୪: ବୁଡ଼ି ଯାଉଥିଲା ସାଙ୍ଗ, ବଞ୍ଚାଇବାକୁ ଯାଇ ପୋଖରୀ ହୁଡ଼ା ଉପରେ ଠିଆ ହୋଇଥିବା ଅନ୍ୟ ସାଙ୍ଗ ଜଣକ ପୋଖରୀକୁ ଲମ୍ପ ଦେଇଥିଲା। ଭାବିଥିଲା ସାଙ୍ଗକୁ ଉଦ୍ଧାର କରି କୂଳକୁ ଚାଲି ଆସିବ।ହେଲେ ବିଧିରବିଧାନ ଥିଲା କିଛି ଅଲଗା। ଦୁହେଁ ଧରାଧରି ହୋଇ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଆଜି ଭଦ୍ରକ ଜିଲ୍ଲା ଧାମନଗର ଏନଏସି ଶ୍ୟାମପୁର ଗାଁରେ ଏହି ଅଘଟଣ ଘଟିଛି। ମୃତକ ଦୁଇ ଜଣ ଦକ୍ଷିଣବାଡ଼ ଅଞ୍ଚଳର ମୁକେଶ ଗିରି ଓ କମଳ ଲୋଚନ […]Continue Reading
Odisha News
ଭଦ୍ରକ,୪/୪ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଳିଆ ନଦୀରେ ବୁଡ଼ି ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଲାଙ୍ଗୁଡ଼ି ଅଞ୍ଚଳରେ ଘଟିଛି ଏହି ଘଟଣା।ମିଳିଥିବା ସୂଚନା ଅନୁଯାୟୀ, ୪ ଜଣ ସାଙ୍ଗ ଲାଙ୍ଗୁଡ଼ି ଅଞ୍ଚଳରେ ନାଳିଆ ନଦୀରେ ଗାଧୋଉ ଥିବା ବେଳେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ସେଠାରେ ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ। ଜଣେ […]Continue Reading
Odisha News
ଭଦ୍ରକ,୨/୪: ସମଲିଙ୍ଗୀ ମହିଳାଙ୍କୁ ଯୌନ ନିର‌୍ୟାତନା ଦେବା ଅଭିଯୋଗରେ ମହିଳା ଏସ୍ଆଇ ଗିରଫ। ଏହି ମହିଳା ଏସ୍ଆଇ ଜଣକ ତପସ୍ୱିନୀ ମହାପାତ୍ର। ସେ ଭଦ୍ରକ ଜିଲ୍ଲା ଚୂଡ଼ାମଣି ମେରାଇନ୍ ଥାନାରେ କାମ କରନ୍ତି।ସେ ସ୍ଥାନୀୟ ୱେବ୍ ଚ୍ୟାନେଲ ଜଣେ ସାମ୍ବାଦିକାଙ୍କୁ ବିବାହ କରିବାକୁ ମିଥ୍ୟ ପ୍ରଲୋଭନ ଦେଇ ଯୌନ ନିର‌୍ୟାତନା ଦେଇଥିବା ଅଭିଯୋଗ ହୋଇଛି।ଅଭିଯୋଗ ପରେ ଭଦ୍ରକ ଟାଉନ୍ ଥାନା ପୁଲିସ ଘଟଣାର ପ୍ରାଥମିକ ତଦନ୍ତ ପରେ ସତ୍ୟାସତ୍ୟକୁ ଭିତ୍ତି କରି ମହିଳା ଏସ୍ଆଇ Continue Reading
Odisha News
ଭଦ୍ରକ,୨୯/୩ : ବିଜୁଳି ଘଡ଼ଘଡ଼ି ମାରିବାରେ ଆଜି ସର୍ବକାଳୀନ ରେକର୍ଡ। ଆଜି ଅପରାହ୍ନରେ ଅଧଘଣ୍ଟାରେ ମାରିଛି ୫ ହଜାର ୪ ଶହ ଥର ବିଜୁଳି। ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ମାରିଛି ୫ ହଜାର ୪ ଶହ ଥର ବିଜୁଳି। ବିଜୁଳି ମାରିବା ନେଇ କେନ୍ଦ୍ର ସରକାରଙ୍କ ‘ଦାମିନୀ’ ଆପରୁ ଜଣାପଡ଼ିଛି।ସେପଟେ ଓଡ଼ିଶାକୁ ଆସୁଛି ଆଉ ଏକ ପଶ୍ଚିମା-ଝଡ଼। ଅପ୍ରେଲ ୨ ତାରିଖ ବେଳକୁ ଭାରତର ଉତ୍ତର-ପଶ୍ଚିମ ଭାଗକୁ ଏକ ନୂଆ ପଶ୍ଚିମା-ଝଡ଼ ପ୍ରଭାବିତ କରିବାର ସମ୍ଭାବନା […]Continue Reading
Odisha News
ପଦ୍ମପୁର, ୪/୩: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ନନ୍ଦପାଟଣା ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ବାସୁଦେବପୁରରୁ ଭଦ୍ରକ ଯାଉଥିବା ଏକ ଲୁହାପଥର ବୋଝେଇ ଟ୍ରକ୍ ନନ୍ଦପାଟଣା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ଧକ୍କା ଦେଇଥିଲା।ଫଳରେ ଘଟଣାସ୍ଥଳରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଅଞ୍ଚଳର ସୋରେନ ମହନ୍ତ। ଖବର ପାଇ ପୋଲିସ ଘଟଣାସ୍ଥଳରେ Continue Reading
Odisha News
ଭଦ୍ରକ,୨/୩: ପୁଅର ଦେହ ଭଲ ନ ଥିବାରୁ ତାକୁ ଡାକ୍ତର ପାଖକୁ ଆଣିଥିଲେ ପରିବାର ଲୋକେ। ଭାବିଥିଲେ ଚିକିତ୍ସା ପରେ ପୁଅ ସୁସ୍ଥ ହୋଇ ଘରକୁ ଫେରିବ। ମାତ୍ର ସବୁ କିଛି ଓଲଟା ହୋଇଗଲା। ଡାକ୍ତର ଇଞ୍ଜେକସନ୍ ଦେବା ପରେ ହସ୍ପିଟାଲ ବେଡରେ ହିଁ ଛଟପଟ ହୋଇ ଆଖି ବୁଜିଦେଲା ନାବାଳକ ପୁଅ।ହଠାତ୍ ସବୁ କିଛି ଓଲଟପାଲଟ ହୋଇ ଯିବା ପରେ ଧୈର‌୍ୟ୍ୟହରା ପରିବାର ଲୋକଙ୍କ ମୁଣ୍ଡ ଉପରେ ଆକାଶ ଛିଡ଼ି ପଡ଼ିଲା। ଆଉ ହିତାହିତ ଜ୍ଞାନ […]Continue Reading
Odisha News
ଭଦ୍ରକ,୧/୨: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଧରା ପଡ଼ିଛନ୍ତି ଜଣେ ଫେକ୍ ଡାକ୍ତର। ବେକରେ ଷ୍ଟେଥୋ ପକାଇ ଡାକ୍ତରଖାନାର ପ୍ରସୂତି ବିଭାଗରେ ସେ ବୁଲୁଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ତାଙ୍କୁ ଧରି ପୁଲିସ୍ ଜିମା ଦେଇଛନ୍ତି। ପୁଲିସ୍ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।ପୂରା ଘଟଣା ଏମିତି। ଯାଜପୁର ଜିଲ୍ଲା ଅଞ୍ଚଳର ରାଜୀବ ଲୋଚନ ନାୟକ। ବେକରେ ଷ୍ଟେଥୋ ପକାଇ ନିଜକୁ ଡାକ୍ତର ରୂପେ ସଜେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଶିଥିଲେ। Continue Reading
Odisha News
ଭଦ୍ରକ,୭/୧: ଭଦ୍ରକରୁ ପୁରୀକୁ ମେମୁ ଟ୍ରେନ ଚଳାଚଳ କରିବ ବୋଲି ରେଳ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଭଦ୍ରକ ପରିବର୍ତ୍ତେ ଜଳେଶ୍ୱରରୁ ପୁରୀକୁ ଗଡ଼ିଲା ମେମୁ ଟ୍ରେନ୍। ଏହାଦ୍ୱାରା ସ୍ୱାଭିମାନରେ ଆଞ୍ଚ ଆସୁଥିବା ଦର୍ଶାଇ ତଥା ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା କହି ଆଜି ତାତିଛନ୍ତି ଭଦ୍ରକର ସାଧାରଣ ଲୋକେ । ଶତାଧିକ ସଂଖ୍ୟାରେ ସ୍ଥାନୀୟ ଲୋକେ ଆଜି ଭଦ୍ରକ ଡଗରସାହି ଚେକଗେଟ ନିକଟରେ ଏକ ମାଲବାହୀ ଟ୍ରେନ୍କୁ ଅଟକାଇଥିଲେ। ଅଧ ଘଣ୍ଟା ପରେ ରେଳରୋକ Continue Reading
Odisha News
ଭଦ୍ରକ,୫/୧୨: ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ସହ ଭଦ୍ରକ ସ୍ୱୟଂଶାସିତ ମହାଵିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ କରିବା ଦାବିରେ ଆଜି ୮ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦେଇଛି କଂଗ୍ରେସ । ଆଜି ସକାଳ ୬ଟାରୁ ଏହି ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୨ଟା ପର‌୍ୟ୍ୟନ୍ତ ଏହା ଜାରି ରହିବ ।ବନ୍ଦ ପରିପ୍ରେକ୍ଷୀରେ ଆଜି ସକାଳୁ କଂଗ୍ରେସ କର୍ମୀ ଭଦ୍ରକର ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି। ଏଥିସହ ଦୋକାନ ବଜାର ସମେତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ Continue Reading
Odisha News
ଭଦ୍ରକ ,୧୪/୧୦: ଧାମନଗର ଉପନିର୍ବାଚନ ପାଇଁ ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଚରମ ସୀମାରେ ପହଞ୍ଚିଛି ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱ। ଦଳ ପକ୍ଷରୁ ଟିକେଟ ନ ମିଳିବାରୁ ପୂର୍ବତନ ବିଧାୟକ ତଥା ବିଜେଡି ନେତା ରାଜେନ୍ଦ୍ର ଦାସ ଆଜି ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିବେ। ଏନେଇ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି ରାଜେନ୍ଦ୍ର।ସେ କହିଛନ୍ତି, ଗୁରୁଜନଙ୍କ ଆଶୀର୍ବାଦ ନେଇ ନିର୍ବାଚନ ଲଢ଼ିବି। ୨୦୧୯ ନିର୍ବାଚନରେ ମୁଁ ଅଳ୍ପ Continue Reading