ବାରିପଦା,୧୧/୯: ହାତୀ ଘଉଡ଼ାଇବା ବେଳେ ହାତୀ ହାବୁଡ଼ରେ ପଡ଼ିଗଲେ ଫରେଷ୍ଟର ଓ ଜଣେ ବନ କର୍ମଚାରୀ। ହାତୀ ଉଭୟଙ୍କୁ ଟେକି କଚାଡ଼ି ଦେବାରୁ ଉଭୟଙ୍କ ଅବସ୍ଥା ଗୁରୁତର ରହିଛି। ତୁରନ୍ତ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।ଏପରି ଏକ ଅଭାବନୀୟ ଘଟଣା ବାରିପଦା ବନଖଣ୍ଡ ଅଧୀନରେ ଥିବା ବେତନଟୀ ରେଞ୍ଜରେ ଘଟିଛି। ଗୁରୁତରଦ୍ୱୟ ହେଲେ ଫରେଷ୍ଟର ପ୍ରଦୀପ ଦେହୁରୀ ଏବଂ ଠିକା କମଚାରୀ ଜତିନ କିସ୍କୁ।ବାରିପଦା ବନଖଣ୍ଡ Continue Reading
ବାରିପଦା,୧୮/୮ : ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ମେଡ଼ିକାଲ୍ର ତୃତୀୟ ମହଲାରୁ ନିଆଁ ଲାଗିଥିଲା। ମାତ୍ର ଏଥିରେ କେହି ମୃତାହାତ ହୋଇନଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।ଆଜି ଅପରାହ୍ନରେ ୭ ମହଲା ବିଶିଷ୍ଟ ପ୍ରସୂତି ବିଭାଗର ତୃତୀୟ ମହଲାରେ ନିଆଁ ଲାଗି ଯାଇଥିଲା। ସେତେବେଳେ ଆଇସିୟୁରେ ନବଜାତ ଓ ୱାର୍ଡରେ ପ୍ରସୂତିମାନେ ଥିଲେ। ଶିଲିଂରୁ ଧୂଆଁ Continue Reading
ବାରିପଦା,୩୧/୭: ଓଡ଼ିଶାର ପ୍ରଥମ ଫଟୋ ସାମ୍ବାଦିକ ଭାବେ ଜଣାଶୁଣା ମୟୂରଭଞ୍ଜ ଜିଲ୍ଲାର ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ। ବୟସ ୧୦୦ ଟପିଲାଣି। ଶତାୟୁ ପୂର୍ଣ୍ଣଚନ୍ଦ୍ର ଏବେ ବି ଚଳଚଞ୍ଚଳ। ଫଟୋଗ୍ରାଫର୍ ଭାବେ ତାଙ୍କର ଖ୍ୟାତି ରହିଥିବା ବେଳେ ସେ ଏକାଧାରରେ ଜଣେ ସତ୍ୟନିଷ୍ଠ ସାମ୍ବାଦିକ, ସୁସାହିତ୍ୟିକ, ଅଭିନେତା, ରଥ କାରିଗର ଓ ବାସ୍ତୁବିତ୍। ମୟୂରଭଞ୍ଜର ମହାରାଜା ଯଦୁନାଥ ଭଞ୍ଜଦେଓଙ୍କ ସମୟରେ ପୁରୀରୁ ବାରିପଦାକୁ ଉଠି ଆସିଥିଲେ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର। Continue Reading
ବାରିପଦା,୨୩/୭: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ବାରିପଦା ବନ ବିଭାଗ ଚଢ଼ାଉ କରି ୪ଟି କଲରାପତରିଆ ବାଘ ଛାଲ ଜବତ କରିଛି । ବାଘ ଛାଲ ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ତିନିଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି ।ମିଳିଥିବା ସୂଚନା ମୁତାବକ ବାରିପଦା ଡ଼ିଏଫଓଙ୍କୁ ଆଜି ବିଶ୍ୱସ୍ତ ସୂତ୍ରରୁ ବାଘ ଛାଲ ନେଇ ସୂଚନା ମିଳିଥିଲା । ଏହାପରେ ସେ ନିଜ ଟିମ ସହ ମୟୁରଭଞ୍ଜ […]Continue Reading
ବାରିପଦା,୧୨/୭: ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ପ୍ରତାପପୁର ପଂଚାୟତ ବନ୍ଧସାହି ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୁଇଜଣ ଦରପୋଡା ଶବର ମାଂସ ଖାଇଛନ୍ତି। ମଙ୍ଗଳବାର ବନ୍ଧସାହି ଗ୍ରାମର ଯୁବତୀ ମଧୁସ୍ମିତା ସିଂ(୨୫)ଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ଡାକ୍ତରଖାନାକୁ ଆଣିଥିଲେ।ଡାକ୍ତର ମୃତ ଘୋଷଣା କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ୪୦/୨୩ରେ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନା ପଠାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ Continue Reading
ବାରିପଦା,୩୦/୪: ଲାଞ୍ଚ ନେବା ଅଭିଯୋଗରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, କରଞ୍ଜିଆ ତହସିଲ ଅଧୀନ ଚଢ଼େଇଭୋଳ ନିକଟ ୪୯ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ବେଳେ ଜମି ହରାଇଥିବା ପ୍ରକାଶ ଚନ୍ଦ୍ର ପଟ୍ଟୱାରୀ ନାମକ ବ୍ୟକ୍ତି କ୍ଷତିପୂରଣ ବାବଦରେ ୫୧ ଲକ୍ଷ ୭୫ ହଜାର ଟଙ୍କା ପାଇବାକୁ ହକ୍ଦାର ଥିଲେ। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ଏହି କ୍ଷତିପୂରଣ ରାଶି ମଞ୍ଜୁର କରିଥିବା Continue Reading
ବାରିପଦା,୬/୫ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଭାଷଣ ଦେବା ବେଳେ ୯ ମିନିଟ୍ ପାଇଁ ସବୁ ଲାଇଟ୍ କଟି ଯିବା ଘଟଣାରେ ଜଣେ ନିଲମ୍ବିତ। ସେ ହେଲେ ବିଶ୍ୱବିଦ୍ୟାଳୟର ବିଦ୍ୟୁତ୍ କର୍ମଚାରୀ ଜୟନ୍ତ ତ୍ରିପାଠୀ। ସେପଟେ ଏହି ଘଟଣାକୁ ନେଇ କ୍ଷମା ମାଗିଛନ୍ତି କୁଳପତି। ଏଭଳି ତ୍ରୁଟି ପାଇଁ ମୁଁ ନିଜେ ନିଜକୁ ଦାୟୀ କରୁଛି ବୋଲି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ Continue Reading
ମୟୂରଭଞ୍ଜ,୨୫/୪: ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଜନୈକ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ତଥା ବେତନଟୀ ଥାନା ଅଧିନ ଭାଲିଆଡିହା ପଞ୍ଚାୟତର କେନ୍ଦୁଛାଟିଆ ଗ୍ରାମରେ ଘଟିଛି ଘଟିଥିବା ଜଣାପଡ଼ିଛି।ଖବରରୁ ପ୍ରକାଶ କି ଏହି ଗ୍ରାମରେ ଜାସାୟ ଟୁଡୁ ଏବଂ ତାଙ୍କ ପୁଅ ବାପୁନ(ମଧୁ) ଟୁଡୁ ଜନୈକ ଯୁବକଙ୍କୁ ଏକ ଗଛରେ ବାନ୍ଧି ରଖି ରାତିତମାମ କାଠ ଫାଳିଆ ଏବଂ ବାଉଁଶରେ ପିଟିପିଟି ମାରି ଦେଇଛନ୍ତି।ନାଚ Continue Reading
Bhubaneswar, April 17: Mercury is on the rise at many places in Odisha and IMD has warned of a ‘heat wave’ in the State. Twenty-one places witnessed day temperatures above 40 Degrees Celsius today. Baripada recorded the highest day temperature at 44.2 Degrees Celsius, followed by Boudh (43.5), Nuapada (43.5), Jharsuguda (43.4), Talcher (43.2), Sambalpur […]Continue Reading
କରଞ୍ଜିଆ/ବାରିପଦା,୮/୪: ଘର ଅଗଣାରେ ଗଛ ତଳେ ବସିଥିଲା ବେଳେ ବଜ୍ରପାତ ହୋଇଛି। ଏଥିରେ ଜଣେ ଗର୍ଭବତୀଙ୍କ ସମେତ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଅଘଟଣର ଶିକାର ହୋଇଥିବା ଜଣେ ଶିଶୁଙ୍କ ସମେତ ୫ ଜଣଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ମୟୂରଭଂଜ ଜିଲ୍ଲା କରଞ୍ଜିଆ ସହରର ୧୪ ନମ୍ବର ୱାର୍ଡରେ ଆଜି ଅପରାହ୍ଣ ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ସ୍ୱର୍ଗତ ବୃନ୍ଦାବନ ଦାସଙ୍କ ସ୍ତ୍ରୀ ସୁବାସିନୀ ଦାସ(୭୦), ଲକ୍ଷ୍ମଣ Continue Reading