Home Posts tagged atm loot
Odisha News
ନବରଙ୍ଗପୁର, ୩୧/୧: ନବରଙ୍ଗପୁର ସହର ବ୍ଲକ କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ଏକ ଏସ୍ବିଆଇ ଏଟିଏମରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୁତ୍ତ ଏଟିଏମ୍ ମେସିନକୁ କଟର୍ରେ କାଟି ଟଙ୍କା ଲୁଟି ନେଇଥିବା ସନ୍ଦେହ କରାଯାଉଛି।କଟର ରେ କାଟିଥିବାରୁ ଏଟିଏମ୍ରେ ନିଆଁ ଲାଗି ଥିବା ବେଳେ ଖବର ପାଇଁ ନବରଙ୍ଗପୁର ପୁଲିସ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଏଟିଏମ୍ ତଳେ ପଡ଼ିଥିବା କିଛି ଟଙ୍କା ନିଆଁରେ ପୋଡି ଯାଇଥିବାରୁ ଦୁର୍ବୁତ୍ତମାନେ ଉକ୍ତ ଟଙ୍କାକୁ ଛାଡି Continue Reading
Odisha News
ବାଲେଶ୍ୱର, ୧୧/୧: ଗ୍ୟାସ କଟରରେ ଏକ୍ସିସ ବ୍ୟାଙ୍କ ଏଟିଏମ କାଟି ନେଇଗଲେ ୨୦ ଲକ୍ଷରୁ ଅଧିକ ଟଙ୍କା। ଗତକାଲି ବିଳମ୍ବିତ ରାତିରେ ଦୁଇଟି ବୁଲେରୋରେର ୬ରୁ ଅଧିକ ଲୁଟେରା ଆସିଥିଲେ। ବାଲେଶ୍ୱର ଜିଲ୍ଲା ସୋର ଥାନା ଓ ଖଇରା ଥାନା ଅଧିନସ୍ଥ ଦୁଇଟି ଏଟିଏମରୁ ବିଳମ୍ବିତ ରାତିରେ ଲୁଟ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସୋର ଥାନା ଅଧିନ ମଙ୍ଗଳପୁର ଠାରେ ଥିବା ପଞ୍ଜାବ ନେସନାଲ ବ୍ୟାଙ୍କର ଏଟିଏମରୁ ଲୁଟ ହୋଇଥିବା ବେଳେ […]Continue Reading
Odisha News
ବାହାନଗା,୨୭/୧୧: ବାଲେଶ୍ବର ଜିଲ୍ଲା ବାହାନଗା ବଜାରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମକୁ ଗ୍ୟାସ୍ କଟରରେ କାଟି ଦୁର୍ବୃତ୍ତ ଟଙ୍କା ଲୁଟି ନେଇଥିବା ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇବା ପରେ ଏଟିଏମ କବାଟ ବନ୍ଦ କରିଦେଇଥିଲେ। ଫଳରେ ବାହାରକୁ କିଛି ଜଣାପଡୁନଥିବା ବେଳେ ଆଜି ସକାଳେ ସ୍ଥାନୀୟ ଲୋକେ ଏ ବାବଦରେ ଜାଣିବା ପରେ ସୋର ପୁଲିସକୁ ଖବର ଦେଇଥିଲେ।ଖନ୍ତାପଡ଼ା ଓ Continue Reading
Odisha News
କଟକ,୧୦/୧୧ : କଟକ ଜିଲ୍ଲା ତିଗିରିଆ ଥାନା ଗୋଡ଼ିଝରିଆ ନିକଟରେ ଆଜି କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଏଟିଏମ୍ରେ ଟଙ୍କା ଭରିବାକୁ ଯାଉଥିବା ଭ୍ୟାନ୍ରୁ ଟଙ୍କା ଭର୍ତ୍ତି ଟ୍ରଙ୍କ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଉକ୍ତ ଟ୍ରଙ୍କରେ ଦେଢ଼ କୋଟିରୁ ଅଧିକ ଟଙ୍କା ଥିବା କୁହାଯାଉଛି।ଆଜି ସିକ୍ୟୋର ଭାଲ୍ୟୁ ନାମକ ସଂସ୍ଥାର କର୍ମଚାରୀମାନେ ଆଠଗଡ଼ ଏସ୍ବିଆଇରୁ ଟଙ୍କା ଉଠାଇ ବିଭିନ୍ନ ଏଟିଏମ୍ରେ ଭରିବାକୁ ଯାଇଥିଲେ। ସେମାନେ ୨ କୋଟିରୁ ଅଧିକ ଟଙ୍କା ଉଠାଇଥିଲେ। ମୋଟ ୧୩ଟି Continue Reading
Odisha News
ଢେଙ୍କାନାଳ ,୨୭/୧୦: ଢେଙ୍କାନାଳ ଜିଲ୍ଲା ଗଁଦିଆ ଅଞ୍ଚଳରେ ଏଟିଏମକୁ ଭାଙ୍ଗି ୨୨ ଲକ୍ଷ ଟଙ୍କା ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ପୁଲିସ୍ ଧରିବାରେ ସଫଳ ହୋଇଛି। ଆଉ ୪ ଅଭିଯୁକ୍ତ ଏବେ ବି ଫେରାର ଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ର ଜିତେନ୍ଦ୍ର ନାୟକ(୨୪), ଆଲବଗା ଗାଁର ନିରଞ୍ଜନ ପାଣି(୩୦) ଓ ଖୋର୍ଦ୍ଧା ଜିଲ୍ଲାର ବଡ଼ତୋଟା ଗ୍ରାମର ରାକେଶ ଦାସ(୨୫)। ସେମାନଙ୍କଠାରୁ ୨.୫୬ ଊକ୍ଷ ଟଙ୍କା ଜବତ Continue Reading
Odisha News
ବାଲେଶ୍ବର ୨୫/୬: ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମ୍ରୁ ଲୁଟ୍ । ବାଲେଶ୍ବର ସଦର ଥାନା ହଳଦୀପଦା ପଦ୍ମପୁର ବଜାରରେ ଥିବା ଏଟିଏମ୍ରୁ ଲୁଟ୍ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସୂଚନାଯୋଗ୍ୟ ଯେ, ବାଲେଶ୍ବର ସଦର ଥାନା ହଳଦୀପଦା ପଦ୍ମପୁର ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମ୍ରୁ ଲୁଟ୍ ହୋଇଛି ।ଗ୍ୟାସ୍ କଟରରେ କାଟି ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ତେବେ ଏଟିଏମ୍ରୁ କେତେ ଟଙ୍କା ଲୁଟ୍ ହୋଇଛି […]Continue Reading
Odisha News
ଭୁବନେଶ୍ବର ୧୬/୪: ଭୁବନେଶ୍ବର ଲିଙ୍ଗିପୁର ଏଟିଏମ୍ ଲୁଟ୍ ଘଟଣାରେ ବାଂଲାଦେଶ ଲିଙ୍କ । ସ୍ପେଶାଲ ସ୍କ୍ବାଡ ପଞ୍ଝାରେ ୨ ଆନ୍ତଃରାଜ୍ୟ ଏଟିଏମ ଲୁଟେରା । ବାଙ୍ଗାଲୋରରୁ ୨ ବାଂଲାଦେଶୀ ଏଟିଏମ୍ ଲୁଟେରାଙ୍କୁ ଗିରଫ କଲା କମିଶନରେଟ ପୋଲିସ ।୨ ଅଭିଯୁକ୍ତ ହେଲେ ବାଲାଂଦେଶର ଖୋକନ ମୂଲା ଏବଂ ମିରାଜୁନ ମେହବାନ ମୂଲା । ଘଟଣାରେ ଅନ୍ୟ ୪ଜଣ ଲୁଟେରାଙ୍କ ସଂପୃକ୍ତି ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ଛାନଭିନ୍ ଚଳାଇଛି ।ଏମାନେ ଓଡିଶା ସମେତ ରାଜସ୍ଥାନ […]Continue Reading
Seo wordpress plugin by www.seowizard.org.