Odisha News

ଲୋଭ: ୫୭ଲକ୍ଷ ଟଙ୍କା ଥରି ଚମ୍ପଟ ମରିଲା ଚତୁର ଏଟିଏମ୍ ଭ୍ୟାନ ଟ୍ରାଇଭର

ରମେଶ ଅଗ୍ରୱାଲଙ୍କ ରିପୋର୍ଟ

ବହୁ ନୂଆପଡା,୬/୭: ଥିଲା ଡ୍ରାଇଭର ହେଲା ଚୋର । ତା ଜିମାରେ ଥିବା ଟଙ୍କାକୁ ଲକ୍ଷ ସ୍ଥଳରେ ନପହଁଂଚାଇ ଚମ୍ପଟ ମାରିଛି ଜଣେ ଏଟିଏମ୍ ଡ୍ରାଇଭର । ବୁଧବାର ଦିନ ଏଭଳି ଏକ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଠାରେ ।
ଘଟଣାଟି ଘଟିଥିଲା ଏମିତି । ସକାଳୁ ସକାଳୁ ନୂଆପଡ଼ା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଉଠାଣ କରାଯାଇ ଭ୍ୟାନ୍‌ରେ ରଖାଯାଇଥିଲା । ସ୍ଥାନୀୟ ଅଂଚଳର ବିଭିନ୍ନ ଏଟିଏମ୍ ରେ ଭର୍ତ୍ତି କରାଯାଇଥାନ୍ତା । ଟଙ୍କା ଲୋଡ ସରିଲାମାତ୍ରକେ ସେଠାରେ ଉପସ୍ଥିତ ଥିବା ନିରାପତ୍ତା ରଖି ଓ ଦୁଇ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ଗାଡିରେ ନନେଇ ଆଖିପିଛୁଳାକେ ଗାଡି ଚଳାଇ ଫେରାର ହୋଇଗଲ ଡ୍ରାଇଭର ।
ବହୁ ଖୋଜାଖୋଜି ପରେ ଏଟିଏମ୍‌ଭ୍ୟାନ୍ ଟିକୁ ଭାରୁକାନି ଜଙ୍ଗଲ ଠାରେ ପରୀତକ୍ତ ଠାବ କରାଯାଇଥିଲା । ନଥିଲା ସେଥିରେ ଟଙ୍କା ନା ଥିଲା ଡ୍ରାଇଭର । ଏହି ଘଟଣା ସ୍ଥାନୀୟ ଅଂଚଳରେ ବେଶ୍ ଆଲୋଡନ ସୃଷ୍ଟି କରିଛି । ବ୍ୟାଙ୍କ କତ୍ତୃପକ୍ଷ ଏନେଇ ସ୍ଥାନୀୟ ଥାନାରେ ଏକ ଏତଲା ଦେଲାପରେ ପୋଲିସ୍ ଅଭିଯୁକ୍ତ ଡ୍ରାଇଭରକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।ବହୁବହୁ ନୂଆପଡା,୬/୭: ଥିଲା ଡ୍ରାଇଭର ହେଲା ଚୋର । ତା ଜିମାରେ ଥିବା ଟଙ୍କାକୁ ଲକ୍ଷ ସ୍ଥଳରେ ନପହଁଂଚାଇ ଚମ୍ପଟ ମାରିଛି ଜଣେ ଏଟିଏମ୍ ଡ୍ରାଇଭର । ବୁଧବାର ଦିନ ଏଭଳି ଏକ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଠାରେ ।
ଘଟଣାଟି ଘଟିଥିଲା ଏମିତି । ସକାଳୁ ସକାଳୁ ନୂଆପଡ଼ା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଉଠାଣ କରାଯାଇ ଭ୍ୟାନ୍‌ରେ ରଖାଯାଇଥିଲା । ସ୍ଥାନୀୟ ଅଂଚଳର ବିଭିନ୍ନ ଏଟିଏମ୍ ରେ ଭର୍ତ୍ତି କରାଯାଇଥାନ୍ତା । ଟଙ୍କା ଲୋଡ ସରିଲାମାତ୍ରକେ ସେଠାରେ ଉପସ୍ଥିତ ଥିବା ନିରାପତ୍ତା ରଖି ଓ ଦୁଇ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ଗାଡିରେ ନନେଇ ଆଖିପିଛୁଳାକେ ଗାଡି ଚଳାଇ ଫେରାର ହୋଇଗଲ ଡ୍ରାଇଭର ।
ଇହୁ ଖୋଜାଖୋଜି ପରେ ଏଟିଏମ୍‌ଭ୍ୟାନ୍ ଟିକୁ ଭାରୁକାନି ଜଙ୍ଗଲ ଠାରେ ପରୀତକ୍ତ ଠାବ କରାଯାଇଥିଲା । ନଥିଲା ସେଥିରେ ଟଙ୍କା ନା ଥିଲା ଡ୍ରାଇଭର । ଏହି ଘଟଣା ସ୍ଥାନୀୟ ଅଂଚଳରେ ବେଶ୍ ଆଲୋଡନ ସୃଷ୍ଟି କରିଛି । ବ୍ୟାଙ୍କ କତ୍ତୃପକ୍ଷ ଏନେଇ ସ୍ଥାନୀୟ ଥାନାରେ ଏକ ଏତଲା ଦେଲାପରେ ପୋଲିସ୍ ଅଭିଯୁକ୍ତ ଡ୍ରାଇଭରକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

Related Posts

Seo wordpress plugin by www.seowizard.org.