Odisha News

ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟରେ ରେଡକ୍ରସର ଆଜୀବନ ସଦସ୍ୟ ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କଲେ ଜିଲାପାଳ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୬/୧୨ : ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ଦିନ ଜିଲା ରେଡକ୍ରସ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଛି କ୍ଷ ବୈଠକରେ ଜିଲାପାଳ ତଥା ଜିଲା ରେଡକ୍ରସ କମିଟିର ଚେୟାରମ୍ୟାନ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇ ନୂତନ ଆଜୀବନ ସଦସ୍ୟ ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ ।
ବୌଦ୍ଧ ଜିଲାରେ ନୂତନ ଆଜୀବନ ସଦସ୍ୟ ଭାବେ ସାମିଲ ହୋଇଥିବା ୭୯ ଜଣଙ୍କୁ ଜିଲାପାଳ ପ୍ରମାଣପତ୍ର ବଣ୍ଟନ କରିଥିଲେ । ବୈଠକରେ ଜ଼ିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ , ଜିଲା ରେଡକ୍ରସର ସଂପାଦକ ତାହା ସହକାରୀ ଜିଲାପାଳ ଚନ୍ଦ୍ର କାନ୍ତ ବେହେରା ଙ୍କ ସମତେ ଜିଲା ରେଡକ୍ରସର ଆଜୀବନ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

Related Posts

Seo wordpress plugin by www.seowizard.org.