Odisha News

ପ।ଣି ପଞ୍ଚ।ୟତ ପକ୍ଷ ପ।ଳନ ସମ।ରେ।ହ: କୃଷକମ।ନଙ୍କୁ ଜଳର ସୁପରିଚ।ଳନ। ସହ ଆଧୁନିକ ପ୍ରଣ।ଳୀରେ କୃଷିକ।ର୍ଯ୍ୟ କରିବ।କୁ ପର।ମର୍ଶ

By Sukanta Kumar Mohanty
ଭୁବନେଶ୍ୱର, ୨/୨: ଭୁବନେଶ୍ୱର ଉଠ। ଜଳସେଚନ ବିଭ।ଜନରେ ପ।ଣି ପଞ୍ଚ।ୟତ ପକ୍ଷ ପ।ଳନବୁଧବ।ର ସମ।ରେ।ହରେ ଅନୁଷ୍ଠିତ ହେ।ଇଯ।ଇଛି । ଏଥିରେ ମୁଖ୍ୟ ଅତିଥି ଭ।ବେ ସତ୍ୟବ।ଦୀ ବିଧ।ୟକ ଶ୍ରୀ ଉମ।କ।ନ୍ତ ସ।ମନ୍ତର।ୟ ଯେ।ଗଦେଇ ଜଳର ସୁପରିଚ।ଳନ। ଏବଂ ରକ୍ଷଣ।ବେକ୍ଷଣ ସହିତ ସରକ।ରଙ୍କ ଲେ।କ।ଭିମୁଖୀ ଯେ।ଜନ। କୃଷକମ।ନଙ୍କ ନିକଟରେ ପହଁଚ।ଇବ।କୁ ଉପସ୍ଥିତ ଡିଭିଜନର ଯନ୍ତ୍ରୀମ।ନଙ୍କୁ ଅବଗତ କର।ଇଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁଜଳର ସୁବ୍ୟବହ।ର ସମ୍ପର୍କରେ ଶପଥପ।ଠ କର।ଯ।ଇଥିଲ। ।
କ।ର‌୍ୟ୍ୟକ୍ରମରେ ସମ୍ମ।ନିତ ଅତିଥି ଭ।ବେ ଓଡିଶ। ଉଠ। ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଯେ।ଗଦେଇ କୃଷି ଓ କୃଷକମ।ନଙ୍କର ସର୍ବ।ଙ୍ଗୀନ ଉନ୍ନତି ପ।ଇଁ ବିଭିନ୍ନ ପର।ମର୍ଶ ଦେବ। ସହିତ କୃଷକମ।ନଙ୍କୁ ଆଧୁନିକ ପ୍ରଣ।ଳୀରେ କୃଷି କରିବ। ଓ କେବଳ ଧ।ନ ଚ।ଷ ଉପରେ ନିର୍ଭର ନକରି ଡ।ଲି, ପନିପରିବ। ଓ ତୈଳବୀଜ ଆଦି ଅର୍ଥକରୀ ଫସଲ କରିବ। ଉପରେ ଗୁରୁତ୍ୱ ଦେଇଥିଲେ ।
ଶ୍ରୀ ପତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଜଳର ସୁବିନିଯେ।ଗ କରିବ। ଏବଂ କୃଷି କ୍ଷେତ୍ରରେ ଶେଷ ମୁଣ୍ଡକୁ ଜଳ ପହଁଚ।ଇବ।ରେ ପ।ଣି ପଂଚ।ୟତର ଗୁରୁତ୍ୱପୂର୍ଣ୍ଣ ଭୂମିକ। ରହିଛି । ମ।ନ୍ୟବର ମୁଖ୍ୟମନ୍ତ୍ରୀ ର।ଜ୍ୟରେ ପ।ଣି ପଂଚ।ୟତଗୁଡିକୁ ସଶକ୍ତ କରିବ। ଏବଂ ଜମି ପ।ଇଁ ଜଳସେଚନ ସୁବିଧ। କରି ଅଧିକ କୃଷି ଉତ୍ପ।ଦନ ସହ କୃଷକମ।ନଙ୍କର ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି । ଏ ଦିଗରେ ଶ୍ରୀ ପତ୍ରୀ ପ।ଣି ପଂଚ।ୟତ ସହ ସଂପୃକ୍ତ ସମସ୍ତ କ୍ଷେତ୍ର ସ୍ତରୀୟ ଅଧିକ।ରୀ ,କର୍ମଚ।ରୀ ଓ କୃଷକମ।ନଙ୍କର ସମ୍ମିଳିତ ପ୍ରୟ।ସ କ।ମନ। କରିଥିଲେ । ଏହି ଅବସରରେ ଅଧ୍ୟକ୍ଷ ଉପସ୍ଥିତ କୃଷକ ଏବଂ ପ।ଣି ପଂଚ।ୟତ ସଦସ୍ୟ ସଦସ୍ୟ।ମ।ନଙ୍କୁ ସେମ।ନଙ୍କର ସମସ୍ୟ। ସଂପର୍କରେ ପଚ।ରି ବୁଝିଥିଲେ । ଓଡିଶ। ଉଠ। ଜଳସେଚନ ନିଗମ ଏବଂ ପ।ଣି ପଂଚ।ୟତ ସହ।ୟତ।ରେ କୃଷି କ।ର‌୍ୟ୍ୟକରି କୃଷକମ।ନେ ବେଶ୍ ଉପକୃତ ହେଉଥିବ। ପ୍ରକ।ଶ କରିଥିଲେ । ସଭ।କ।ର‌୍ୟ୍ୟକୁ ନିର୍ବ।ହୀ ଯନ୍ତ୍ରୀ, ଉଠ। ଜଳସେଚନ ବିଭ।ଜନ ,ଭୁବନେଶ୍ୱର ଶ୍ରୀ ସୁଜିତ୍ କୁମ।ର ମହ।ନ୍ତି ପରିଚ।ଳନ। କରିବ। ସହ କୃଷକମ।ନଙ୍କୁ ଆଧୁନିକ କୃଷି ଉପକରଣ ବ୍ୟବହ।ର କରିବ। ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟତମ ଅତିଥି ଭ।ବେ ସହକ।ରୀ ନିର୍ଦ୍ଦେଶକ, ମୃତ୍ତିକ। ସଂରକ୍ଷଣ,,ଖେ।ର୍ଦ୍ଧ।ତଥ। ରସ।ୟନ ବିଜ୍ଞ।ନୀ ଶ୍ରୀ ରବୀନ୍ଦ୍ର ନ।ଥ ପଣ୍ଡ। ଯେ।ଗଦେଇ ମୃତ୍ତିକ। ସଂରକ୍ଷଣ ଉପରେ ଆଲେ।କ ପ।ତ କରିଥିଲେ ।
ସହକ।ରୀ ନିର୍ଦ୍ଦେଶକ, ଉଦ୍ୟ।ନକୃଷି,ଖେ।ର୍ଦ୍ଧ। ଶ୍ରୀମତୀ ସ୍ମିତ। ମହ।ନ୍ତି ଫଳ ଚ।ଷ ଓ ଫୁଲ ଚ।ଷ କରିବ। ଉପରେ ଗୁରୁତ୍ୱ ଦେଇ ମହିଳ।ମ। ସଶକ୍ତିକରଣ ଉପରେ ଆଲେ।କପ।ତ କରିଥିଲେ ।ଶେଷରେ ଓଏଲଆଇସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ପ।ଣି ପଞ୍ଜ।ୟତ ପକ୍ଷ ପ।ଳନ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯେ।ଗିତ।ର କୃତି ପ୍ରତିଯେ।ଗୀଙ୍କୁ ପୁରସ୍କୃତ କରିଥିଲେ । ଶ୍ରୀ ରଂଜନ କୁମ।ର ମ।ଝି ସମସ୍ତଙ୍କୁ ଧନ୍ୟବ।ଦ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.