Odisha News

ନକଲି ଗୁଟୁଖା ଓ ପାନ ମସଲା ବସ୍ତାରେ ୩ ଗୋଦାମ ପୂର୍ଣ୍ଣ, ୩ କୋଟିର ଜିନିଷ ଜବତ

ବ୍ରହ୍ମପୁର, ୩୦/୮: ବ୍ରହ୍ମପୁରରେ ପୁଣି ନକଲି ଗୁଟଖା କରାଖାନା ଠାବ ହୋଇଥିବା ବେଳେ ଅଢେ଼ଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜବତ କରାଯାଇଛି ।
ବ୍ରହ୍ମପୁର ସହର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ବାଉଁସିଆପଲ୍ଲୀରେ ଠାବ ହୋଇଛି ତିନୋଟି ନକଲି ଗୁଟଖା କରାଖନା। ପୋଲିସ ଚଢ଼ାଉ କରି ଅଢେ଼ଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ୟାକିଂ ମେସିନ, ମସଲା ଓ କଞ୍ଚାମାଲକୁ ଜବତ କରିଛି ପୋଲିସ୍ । ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ଚଢାଉରେ ସଦର ଥାନା ଓ ନିମାଖଣ୍ଡି ଫାଣ୍ଡିର ବହୁ ଅଧିକାରୀ ସାମିଲ ହୋଇଥିଲେ ।

Related Posts

Seo wordpress plugin by www.seowizard.org.