Home Posts tagged bramhapur
Odisha News
ବ୍ରହ୍ମପୁର,୧୪/୫: ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ଗିରଫ କରାଯାଇଛି ।ବ୍ରହ୍ମପୁର ବିଧାନସଭା ଆସନର ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ଆକ୍ରମଣ କରିିଥିବା ନେଇ ଅଭିଯୋଗ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଭୋଟିଂ ବେଳେ ଗତକାଲି ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିଲେ ଶିବଶଙ୍କର ଦାସ। ପ୍ରଦୀପଙ୍କ ବେକ ଓ ଛାତିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଥିଲା।ପ୍ରଦୀପ Continue Reading
Odisha News
ବ୍ରହ୍ମପୁର,୯/୫: ଗଞ୍ଜାମ ଜିଲା କନିଷିଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିଛନ୍ତି। ଏଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କହିଛନ୍ତି, ଆପଣମାନେ ଏତେ ଖରାରେ ଆସିଛନ୍ତି, ବହୁତ ବହୁତ ଧନ୍ୟବାଦ। ଆପଣ ଯୋଡ଼ି ଶଙ୍ଖରେ ଭୋଟ୍ ଦେଇ ବିଧାୟକ ଏବଂ ଏମ୍ପିଙ୍କୁ ଜିତାନ୍ତୁ ଚୋର ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁନି ବୋଲି ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ କହିଛନ୍ତି।ଉକ୍ତ ସାଧାରଣ ସଭାରେ ବ୍ରହ୍ମପୁର ବିଜେଡି ଲୋକ ସଭା ପ୍ରାର୍ଥୀ Continue Reading
Bollywood
ବ୍ରହ୍ମପୁର,୨୩/୨: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲି ସୂର୍ଯ୍ୟନଗରରେ ରହୁଥିବା ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ଦେବାଶିଷ ସେଠୀ(୧୭) ବୋଲି ପୁଲିସ କହିଛି। ବୈଦ୍ୟନାଥପୁର ଥାନା ପୁଲିସ କେସ୍ ନମ୍ବର ୧୦୦/୨୪ରେ ଅପମୃତ୍ୟୁ ମାମଲା ରୁଜୁ କରିଛି। ପରୀକ୍ଷାରେ କପି କରି ଧରାପଡ଼ିବାରୁ ଛାତ୍ର ଜଣକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ସୂଚନା ଅନୁସାରେ, ସୂର୍ଯ୍ୟନଗରରେ ରହୁଥିବା Continue Reading
Odisha News
ବ୍ରହ୍ମପୁର, ୧୯/୨: ଆର୍ମିର ଏକ ସ୍ବତନ୍ତ୍ର ଡ୍ରେସ କପଡ଼ା ବିକି ହରଡ଼ଘଣାରେ ଦୋକାନୀ। ଦୋକାନୀଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି।ବ୍ରହ୍ମପୁର ପୁଲିସ ଓ ମିଲିଟାରି ଗୁଇନ୍ଦା ପକ୍ଷରୁ ମିଳିତ ଚଢ଼ଉ କରାଯାଇଛି। ଦୋକାନରୁ ୪୮୮ ମିଟର କପଡ଼ା ଜବତ କରିଛି ଟାଉନ ଥାନା ପୁଲିସ।ଗୋଳାବନ୍ଧ ଆର୍ମି ଏଡି କଲେଜର ଜଣେ ବ୍ୟକ୍ତି ଗଞ୍ଜାମ ଗାଲକ୍ସି ଷ୍ଟୋରରେ ଆର୍ମିର ନୂଆ ଡିଜିଟାଲ କମ୍ବାକ୍ଟ ୟୁନିଫର୍ମ ଦେଖିବାକୁ ପାଇଥିଲା। ଜାନୁଆରୀ ୧୫ ତାରିଖରୁ ଏହା ଆର୍ମି ପକ୍ଷରୁ Continue Reading
Odisha News
ବ୍ରହ୍ମପୁର,୩୧/୭ : ସିପିଆଇ ନେତା ତଥା ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍। ଏକ ହତ୍ୟା ମାମଲାରେ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୩ କୋର୍ଟ। ୧୯୯୮ ମସିହାରେ ପୁଲିସ୍ ଆର୍ଆଇ (ରିଜର୍ଭ ଇନ୍ସପେକ୍ଟର) ହତ୍ୟା ମାମଲାରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ନାରାୟଣ ରେଡ୍ଡୀଙ୍କ ସହ ମୋଟ ୧୪ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି।ଜଜମେଣ୍ଟ ନେଇ ନାରାୟଣ ରେଡ୍ଡୀ କହିଛନ୍ତି, ଲୋକଙ୍କ ଉପରେ ପୁଲିସ୍ ଆକ୍ରମଣ କଲା। ଆଉ ପୁଲିସ୍ Continue Reading
Odisha News
ବ୍ରହ୍ମପୁର,୨୬/୫ : ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ପତ୍ନୀଙ୍କ ଭ୍ୟାନିଟ୍ ବ୍ୟାଗ୍ରେ ସାଢ଼େ ୪ ଲକ୍ଷ ଟଙ୍କା ରଖିଥିଲେ। ତେବେ ବାଟରେ ଯିବା ବେଳେ ପତ୍ନୀଙ୍କ ଟଙ୍କା ଭର୍ତ୍ତି ବ୍ୟାଗ୍କୁ ବାଇକ୍ରେ ଆସିଥିବା ଲୁଟେରାମାନେ ଭିଡ଼ି ନେଇଛନ୍ତି। ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆଙ୍କୁଲି ଓଭର ବ୍ରିଜ ନିକଟରେ ଏହି ଘଟଣା ଘଟିଛି। ଲୁଟ ଶିକାର ଦମ୍ପତି ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ ଲୁଟେରାଙ୍କୁ ଧରିବାକୁ ତନାଘନା ଆରମ୍ଭ କରିଛି।ଏହି ଦମ୍ପତିଙ୍କ ଘର Continue Reading
Odisha News
ବ୍ରହ୍ମପୁର,୭/୨: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କରଣ ସାହି ସ୍ଥିତ ମଧୁସୂଦନ ମହାନ୍ତିଙ୍କ ପାଇଖାନାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମଧୁସୂଦନ ମହାନ୍ତି ତାଙ୍କ ବାରିପାଟରେ ଥିବା ପାଇଖାନାରେ ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ଏନେଇ ସେ ଥାନାକୁ ଖବର ଦେଇଥିଲେ। ମୃତକ ବରପଦର ଗ୍ରାମର ମିଲୁ ପ୍ରଧାନ ( ୨୬ ) ବୋଲି ଜଣାଯାଇଛି।ଖବର ପାଇ ଖଲ୍ଲିକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା Continue Reading
Odisha News
ବ୍ରହ୍ମପୁର,୨/୨: ବିଳମ୍ବିତ ରାତିରେ ବ୍ରହ୍ମପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏମକେସିଜି ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଘଟିଛି ଏହି ଦୁର୍ଘଟଣା। ଏଠାରେ ସ୍କୁଟି-କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ଏହାଫଳରେ ଘଟଣାସ୍ଥଳରେ ହିଁ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା।ସ୍କୁଟିରେ ବସିଥିବା ଦୁଇ ମୃତକ ହେଲେ ଆଙ୍କୁଲି ନିଗମ ନଗର ଅଞ୍ଚଳର କୁନୁ ଓ ତାଙ୍କ ମାଆ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।Continue Reading
Odisha News
ବ୍ରହ୍ମପୁର, ୩୧/୧: ଭିଜିଲାନ୍ସ ଜାଲରେ ଟିପିଏସଓଡିଏଲ୍ ସିନିୟର୍ ଜେନେରାଲ ମ୍ୟାନେଜର ପ୍ରମୋଦ କୁମାର ଚୌଧୁରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିପିଏସଓଡିଏଲର ସିନିୟର୍ ଜେନେରାଲ ମ୍ୟାନେଜର ପ୍ରମୋଦ କୁମାର ଚୌଧୁରୀଙ୍କ ଵାସଭବନ ସମେତ ୧୦ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ଚାଲିଛି।ସୂଚନା ଅନୁଯାୟୀ, ବ୍ରହ୍ମପୁରର ସିଦ୍ଧାର୍ଥ ନଗରରେ ଥିବା ତାଙ୍କର ତିନି ମହଲା କୋଠା, ଶଶୀଭୂଷଣ ନଗରରେ ଥିବା ଦୁଇ ମହଲା କୋଠା, ଶିବ ମନ୍ଦିର ପଛରେ ଥିବା ଫାର୍ମ Continue Reading
Odisha News
ବ୍ରହ୍ମପୁର,୨୮/୧୧: ଏକ ମାମଲାର ଶୁଣାଣି ଚାଲିଥିବା ବେଳେ SDJMଙ୍କୁ ଛୁରାରେ ଆକ୍ରମଣ କରିବାକୁ ଉଦ୍ୟମ କରିଛି ଜଣେ ଯୁବକ। ତେବେ ସୌଭାଗ୍ୟକୁ କୋର୍ଟ ରୁମ୍ରେ ଥିବା ଓକିଲମାନେ କୌଣସି ମତେ ଯୁବକଙ୍କୁ କାବୁ କରିବାରୁ ଏକ ବଡ଼ ଅଘଟଣ ଏଡ଼ାଇ ଦିଆଯାଇପାରିଛି। ଆଜି ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟରେ ଘଟିଥିବା ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି।ଘଟଣା ପରେ ପୁଲିସ ପହଞ୍ଚି ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। Continue Reading
Seo wordpress plugin by www.seowizard.org.