Odisha News

ଦୀପକ ଖଣ୍ଡାୟତ ରାୟ ଙ୍କୁ ନୟାଗଡ ଜିଲ୍ଲା ଶ୍ରେଷ୍ଠ ଏସଆଇ ପୁରସ୍କାର

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ଗଣିଆ,୨୦/୭: ନୟାଗଡ ଜିଲ୍ଲା ଗଣିଆ ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟ ଜଣେ କର୍ତ୍ତବ୍ୟ ନିଷ୍ଠ,ଦାୟିତ୍ବବାନ,ଏବଂ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଆଦି କାର‌୍ୟ୍ୟ ପାଇଁ ତାଙ୍କୁ ନୟାଗଡ ଜିଲ୍ଲାର ଶ୍ରେଷ୍ଠ ଏସଆଇ ଭାବେ ପୁରସ୍କୃତ କରାଯାଇଛି । ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର ପୁରସ୍କୃତ କରିଛନ୍ତି ।


ଏଭଳି ଜଣେ ଦାୟିତ୍ବବାନ , କର୍ତ୍ତବ୍ୟ ନିଷ୍ଠ ଅଧିକାରୀ ଙ୍କୁ ପୁରସ୍କୃତ କରାଯିବା ପରେ ଅଞ୍ଚଳର ଜନସାଧାରଣ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Related Posts

Seo wordpress plugin by www.seowizard.org.