Odisha News

କ୍ରାଇମବ୍ରାଞ୍ଚ ଏସଟିଏଫ ପଞ୍ଝାରେ ବନ୍ୟଜନ୍ତୁ ତସ୍କରୀ :ଚିତାବାଘ ଦାନ୍ତ, ନଖ, ବଜ୍ରକାପ୍ତା କାପ୍ତି ଜବତ, ଚାଲାଣକାରୀ ଗିରଫ

ଭୁବନେଶ୍ବର ୧୬/୨: କ୍ରାଇମବ୍ରାଞ୍ଚ ଏସଟିଏଫ ପଞ୍ଝାରେ ବନ୍ୟଜନ୍ତୁ ତସ୍କରୀ । ମୟୁରଭଞ୍ଜ ଯଶୀପୁରରୁ ଅଭିଯୁକ୍ତ ନନ୍ଦ ବାଗେକୁ ଗିରଫ କରିଛି ଏସଟିଏଫ୍ ।
ଅଭିଯୁକ୍ତ ନିକଟରୁ ୨ଟି ବାଘ ଦାନ୍ତ, ୨୯ଟି ବାଘ ନଖ, ସାଢ଼େ ୩ କିଲୋ ବଜ୍ରକାପ୍ତା କାତି ଓ ୪୬ଟି ଜୀବନ୍ତ ପକ୍ଷୀ ଜବତ ହୋଇଛି । ମଙ୍ଗଳବାର କ୍ରାଇମବ୍ରାଞ୍ଚ ଏସଟିଏଫ ଚଢାଉ କରି ଜବତ କରିଛି ।

Related Posts

Seo wordpress plugin by www.seowizard.org.