Odisha News

ମରାମତି ଅର୍ଥ ଚଳୁ : ଦୟନିୟ ଅବସ୍ଥାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ରାୟଗଡା,୧୭/୧୧ : ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ କୁସୁମୁଗୁଡି ଠାରୁ ଗେଣ୍ଡାବାଜୁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯାଜନା ର ରାସ୍ତା ଆଵାସ୍ତଏବେ ଦୟନୀୟ ସ୍ଥିତି ରେ ଗ୍ରାମ ଉନ୍ନଉନ୍ନୟନ ବିଭାଗ ଦ୍ଵାରା ୨୦୧୮ /୧୯ ଆଥିକ ବର୍ଷରେ ନିର୍ମିତ ଏହି ରାସ୍ତା ଗତ ପାଞ୍ଚବର୍ଷରେ ଥରୁଟିଏ ସୁଧା ମରାମତି ହେବା ତ ଦୂରର କଥା ବରଂ ସେହି ନାମରେ ଅର୍ଥ ଚଳୁ ହୋଇଥିବା ଅଭିଯୋଗ ହେଉଛି ।
ରାସ୍ତା ନିର୍ମାଣ ପରେ ପାଞ୍ଚବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦାୟିତ୍ୱ ନିର୍ମାଣକାରୀ ସଂସ୍ଥାର ଥୁବ ବଳେ ଠିକାଦାର ଗୌରୀ ମହାପାତ୍ର ଏବଂ ବିଭାଗୀୟ ଅଧିକାରୀ କାହାରି ହେଲେ ଦେଖା ଦର୍ଶନ ନାହିଁ କିମ୍ୱା ଉତ୍ତରଦାୟିତ୍ୱ ନ ଥିବା ରୁ ରାସ୍ତର ବିଭିନ୍ନ ସ୍ଥାନ ଏବେ ବିପଦ ସଂକୁଳ ଆଵାସ୍ତରେ ଢେଲାପଡା ନିକଟସ୍ଥ ସେତୂର ଉଭୟ ପାର୍ଶ୍ବରେ ମାଟି ଧସି ଯାଇଥିବାରୁ ଯାନବାହନରେ ଯାତ ୟାତ କରୁଥିବା ଯାତ୍ରୀ ଦୁର୍ଘଟଣାର ଶିକାର ହୋଇଆସୁଛନ୍ତି କତ୍ତୃପକ୍ଷ ଏ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଦାବୀ ହୋଉଛି।

Related Posts

Seo wordpress plugin by www.seowizard.org.