Home Posts tagged Rayagada
Odisha News
ରାୟଗଡ଼ା,୬/୧: ଆଦିବାସୀ କଲ୍ୟାଣ ତଥା ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ଆଜି ଜଣେ ୪ ବର୍ଷ ବୟସର ଶିଶୁର ଦୁଇ ଗୋଡ଼ ଭାଙ୍ଗିଛି। ଗୁରୁତର ନାବାଳକ ହେଲା ନବୀନ ଗୁନୁଲୁ। ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିଶୁ ଶରୀରର ବିଭିନ୍ନ ଅଙ୍ଗ ଓ ଦୁଇ ଗୋଡରେ ଗୁରୁତର ଆଘାତ ଲାଗିଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି।ସୂଚନା ଅନୁସାରେ ଆଇନ୍ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ଏକ ଦଳୀୟ କାଙ୍କ’ତ୍କକ୍ରମରେ ଯୋଗଦେବା ପାଇଁ ରାୟଗଡ଼ା Continue Reading
Odisha News
ରାୟଗଡ଼ା,୧୮/୧୨ : ଟ୍ରେନ୍ ଲାଇନରୁ ଠାବ ହେଲା ହୋମଗାର୍ଡଙ୍କ ମୃତଦେହ । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏପରି ଏକ ଘଟଣା ରାୟଗଡ଼ାରେ ଘଟିଛି। ମୃତକ ହେଲେ ହୋମଗାର୍ଡ ଇଶ୍ବର ରାଓ । ସେ ଝଚଙ୍କ ରେସିଡେନ୍ସ ଅଫିସରେ ନିୟୋଜିତ ଥିଲେ ।ରାୟଗଡ଼ାରେ ନିଜ ପରିବାର ସହ ରହୁଥିବା ଇଶ୍ୱର ରାୟ ଛୁଟି ନେଇ ଗତ ୩ ଦିନ ବିଶାଖାପାଟଣା ଯାଇଥିଲେ। ସମ୍ପର୍କୀୟଙ୍କ ଦଶାହରେ ଯୋଗ ଦେବାକୁ ସେ […]Continue Reading
Odisha News
ରାୟଗଡ଼ା,୨୩/୧୧: ରାୟଗଡା ସହରରେ ଥିବା ଏକ ଘରୋଇ ସ୍କୁଲରେ ଆଜି ଅଘଟଣ ଘଟିଛି। ବାରିଝୋଲା ନିକଟସ୍ଥ ଶ୍ରୀ ଚୈତନ୍ୟ ଟେକ୍ନୋ ସ୍କୁଲରେ ଶିକ୍ଷାଦାନ ଚାଲିଥିବା ସମୟରେ ହଠାତ୍ ପ୍ରଥମ ମହଲାରୁ ତଳକୁ ଖସି ପଡ଼ି ଦଶମ ଶ୍ରେଣୀର ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି।ତାଙ୍କୁ ରାୟଗଡ଼ା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଏକା ଥରକେ ଯୁକ୍ତ ଦୁଇ ଶ୍ରେଣୀର ଅନ୍ୟ ୧୦ଜଣ ଛାତ୍ରଛାତ୍ରୀଙ୍କ ଶରୀର ଥରିବା ଓ ଚେତାଶୂନ୍ୟ ଅବସ୍ଥାରେ ସେମାନଙ୍କୁ ମଧ୍ୟ Continue Reading
Odisha News
ରାୟଗଡ଼ା,୨୯/.୯: ଜନସ୍ବାସ୍ଥ୍ୟ ବିଭାଗରେ କିପରି ଚାଲିଛି ଲାଞ୍ଚ କାରବାର ଆଜି ତାହା ପଦାରେ ପଡିଛି। ଏହି ବିଭାଗର ଏଷ୍ଟିମେଟର ରମାକାନ୍ତ ମଲ୍ଲିକ ଲାଞ୍ଚ ନଦେଲେ କୌଣସି ଫାଇଲକୁ ଗ୍ରହଣ କରନ୍ତି ନାହିଁ। ବାରମ୍ବାର ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ବାବୁଙ୍କ ନାମରେ କେହି ପାଟି ଫିଟାଇବାକୁ ଡରନ୍ତି। କିନ୍ତୁ ଆଜି ଲାଞ୍ଚ ନେବା ତାଂକ ପାଇଁ ମହଙ୍ଗା ପଡିଲା। ୭ ହଜାର ଟଂକା ଲାଞ୍ଚ ନେଲା ବେଳେ ଭିଜିଲାନସ ହାତରେ ଧରାପଡିରେ। ଆଉ ଭିଜିଲାନସ ହାତରେ ଗିରଫ […]Continue Reading
Odisha News
ରାୟଗଡା,୨୪/୮: ରାୟଗଡ଼ା ବନଖଣ୍ଡ ଅଧିକାରୀ(ଡିଏଫଓ) ବିଜୟ କୁମାର ପରିଡ଼ାଙ୍କ ରାୟଗଡା ଗାନ୍ଧିନଗର ସ୍ଥିତ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢାଉ କରିଛି । ରାୟଗଡ଼ା ସମେତ ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଚଢ଼ାଉ ହୋଇଛି। ରାୟଗଡ଼ାଠାରେ ଭିଜିଲାନ୍ସ ତରଫରୁ ୫ ଜଣିଆ ଟିମ୍ ଚଢାଉ କରୁଛନ୍ତି। ଭିଜିଲାନ୍ସ ଡିଏସପି ସନ୍ଧ୍ୟାରାଣୀ ସାହୁଙ୍କ ନେତୃତ୍ୱରେ ଏହି ଚଢାଉ Continue Reading
Odisha News
ରାୟଗଡ଼ା,୧୦/୮ : ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଲା ତପସ୍ୱିନୀ ଏକ୍ସପ୍ରେସ୍। ଲୋକୋ ପାଇଲଟ୍ ଉପସ୍ଥିତ ବୁଦ୍ଧି ଯୋଗୁ ଟ୍ରେନ୍ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି। ବେଆଇନ୍ ଭାବେ ଟ୍ରାକ୍ ଅତିକ୍ରମ କରୁଥିବା ମୋ’ ପରିବାର ଆମ୍ୱୁଲାନ୍ସକୁ ଧକ୍କା ଦେଇଥିଲା ଟ୍ରେନ୍। ଆଜି ଅପରାହ୍ନରେ ଏପରି ଦୁର୍ଘଟଣା ରାୟଗଡ଼ା ଜିଲ୍ଲା ବିଷମକଟକରେ ଘଟିଛି।ଓଡ଼ିଶା ମୋ’ ପରିବାର ଆମ୍ବୁଲାନ୍ସ କଲ୍ୟାଣସିଂହପୁରରୁ ରୋଗୀ ଧରି ବିଷମକଟକ ହସ୍ପିଟାଲ୍ ଯାଇଥିଲା। ସେଠାରେ ରୋଗୀ ଛାଡ଼ି Continue Reading
Odisha News
ରାୟଗଡ଼ା,୩୧/୭: ଭୁଶୁଡ଼ିଲା ନିର୍ମାଣାଧୀନ କଲଭର୍ଟ ଛାତ। ଆଜି ସକାଳେ ଘଟିଥିବା ଏହି ଅଘଟଣରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଶିଶୁ ଅଛନ୍ତି। ରାୟଗଡ଼ା କଲ୍ୟାଣସିଂହପୁର ଉପରସାଜା ନିକଟରେ ଘଚିଛି ଏହି ଅଘଟଣ। ଏହି ଅଘଟଣ ଯୋଗୁ ଆହୁରି କିଛି ଲୋକ ଆହତ ହୋଇଥିବା ଜଣାଯାଇଛି।କଲ୍ୟାଣସିଂହପୁର ଉପରସାଜା ନିକଟ ଏକ ନାଳ ଉପରେ ଏକ କଲଭର୍ଟ କାମ ଚାଲିଥିବା ବେଳେ ୨ ମାସ ହେଲା ତାହାର ଛାତ ପଡ଼ିଛି। ଏହାପରେ ଲଗାଣ ବର୍ଷା ଆରମ୍ଭ […]Continue Reading
Odisha News
ଭୁବନେଶ୍ବର/ରାୟଗଡ଼ା,୨୪/୬: ପତ୍ନୀଙ୍କୁ ହତ୍ୟା ମାମଲାରେ ରାୟଗଡ଼ା ଜିଲ୍ଲା ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଶନିବାର ଅଦାଲତଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।କୋର୍ଟ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୫ଟି ଦସ୍ତାବିଜ୍ ଆଧାରରେ ପୂର୍ବତନ ବିଧାୟକ ଶ୍ରୀ ଗମାଙ୍ଗଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ମଙ୍ଗଳବାର ଦିନ ଅଦାଲତ ଏହି ମାମଲାର ଦଣ୍ଡ ଘୋଷଣା କରିବେ ବୋଲି Continue Reading
Odisha News
ରାୟଗଡ଼ା,୨୨/୫: ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଳକ ଅନ୍ତର୍ଗତ ଦୁର୍ଗୀ ଗ୍ରାମ ପଂଚାୟତର ବନ୍ଧୁଗୁଡ଼ା ରାସ୍ତା ନିକଟରେ ଏକ ହଟ୍ ମିକ୍ସ ପ୍ଲାଣ୍ଟର ଗରମ ପିଚୁ କୁଣ୍ଡରେ ପଡ଼ି ଜଣେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।ଘଟଣାରୁ ଜଣାପଡ଼ିଛି ଯେ ବିଷମ କଟକ ଥାନା ଅଧୀନର ଦୁର୍ଗୀ ସଦର ପଞ୍ଚାୟତର ଏକ ହଟ୍ ମିକ୍ସ ପ୍ଲାଣ୍ଟ କାର୍ଯ୍ୟକ୍ଷମ ରହିଥିବା ବେଳେ ଆଜି ଅପରାହ୍ନରେ ଉକ୍ତ ପ୍ଲାଣ୍ଟକୁ ବିଶାଖାପଟ୍ଟନମରୁ ଏକ ପିଚୁ ବୋଝେଇ ଟ୍ରକ ଆସିଥିଲା।ଉକ୍ତ ଟ୍ରକ ଡ୍ରାଇଭର […]Continue Reading
Seo wordpress plugin by www.seowizard.org.