Odisha News

ବୌଦ୍ଧରେ ୨ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହ ିଲା

Kambhudhar Kheti

ବୌଦ୍ଧ,୨୩ / ୭: ବୈାଦ୍ଧ ଜିଲ୍ଲାରେ ଗୁରୁବାର ଦିନ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨ ଜଣ ଆକ୍ରାନ୍ତଙ୍କୁ  ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ରେ ପହଞ୍ଚିଲା । ଆଜି ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ  ବୌଦ୍ଧବ୍ଲକ୍ ବାଉଁଶୁଣି ଥାନା ଗୁନ୍ଦୁଳିିଆ ଗ୍ରାମର ଓ ଅନ୍ୟ ଆକ୍ରାନ୍ତ ଜଣକ ବୌଦ୍ଧ ଜିଲ୍ଲାର ଅଧିବାସୀ ।
ଗୁନ୍ଦୁଳିିଆ ଗ୍ରାମର ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ  ଗୁନ୍ଦଳିିଆ କ୍ୱାରେ ।ଇନ ସେ ରେ କର୍ମଚାରୀ ଭାବରେ କାମ କରୁଥିଲେ ।  ତାଙ୍କୁ ଗତକାଲି ସନ୍ଧ୍ୟାରେ ଅଣାଯାଇ ବୌଦ୍ଧ କୋଭିଡ୍ କେୟାର ସେ ରରେ ଭ ିର୍ କରାଯାଇଛି । ଅନ୍ୟ ଜଣକ ସେ ଭୁବନେଶ୍ୱର ସ୍ଥିତ ଆପୋଲୋ ହସପିଟାଲରେ କାର୍ଯ୍ୟକରୁଥିଲେ । ଏନେଇ ସେଠାରେ ଥିବା ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି ।
ମୋଟ  ୮୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେ ।ଇନରେ ୫୧ ଜଣ , ହୋମ କ୍ୱାରେ ।ଇନରେ ୫ଜଣ, ଲୋକାଲ ୨୫ ଜଣ ଓ ଜଣେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Related Posts

Seo wordpress plugin by www.seowizard.org.