Odisha News

‘ନବ ବାବୁଙ୍କ ପାଖକୁ ଗୋପାଳର ଝିଆରୀ ଯାଉଥିଲା: ନରସିଂହ ମିଶ୍ର

ଭୁବନେଶ୍ୱର,୭/୩: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ପୁଣି ଏକ ନୂଆ ତଥ୍ୟ ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ମିଶ୍ର କହିଛନ୍ତି ।
ଖବର ଅନୁସାରେ ଝିଆରୀଙ୍କ ଚାକିରି ପାଇଁ ଗୋପାଳ ନବଙ୍କ ପାଖକୁ ଯାଉଥିଲେ, ସେତେବେଳେ ଅଘଟଣ ଘଟି ନ ଥାଇପାରେ ବୋଲି କିଏ କହିବ? ଏ ନେଇ ଗୋପାଳ ପରିବାର ଲୋକେ ଷଡ଼ଯନ୍ତ୍ର କରିଥାଇ ପାରନ୍ତି, ତେଣୁ ତାଙ୍କ ଝିଆରୀଙ୍କୁ ପଚରାଉଚରା କଲେ ସ୍ପଷ୍ଟ ଜଣାପଡ଼ିବ।

Related Posts

Seo wordpress plugin by www.seowizard.org.