Odisha News

ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ନୂଆ ନିୟମ

ଭୁବନେଶ୍ୱର,୨୭/୬: କଟକ ସହରରେ ଟ୍ରାଫିକ ସମସ୍ୟାରେ ସୁଧାର ଆଣିବାକୁ ନୂଆ ଟ୍ରାଫିକ କଟକଣା ଲାଗୁ ହୋଇଛି। କଟକ ସହରର ପ୍ରମୁଖ ୧୯ଟି ରୁଟକୁ କମିଶନରେଟ ପୋଲିସ ନୋ ପାର୍କିଂ ଜୋନ ଘୋଷଣା କରିଛି ।
ନୋ ପାର୍କିଂ ରୁଟରେ ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡି ଗୁଡିକ ଉପରେ ଫାଇନ ଲଗାଇବା ସହ ଗାଡିକୁ ଉଠାଇ ପୋଲିସ ନେଉଛି। ତେବେ ସବୁ ଜାଗା କରାଯାଇନାହିଁ, ସମସ୍ୟା ଦେଖାଯାଉଥିବା ସ୍ଥାନ ଗୁଡିକରେ ନୋ ପାର୍କିଂ ଜୋନ କରାଯାଇଥିବାବେଳେ ପାର୍କିଂ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ସିଏମସି କମିଶନର।

Related Posts

Seo wordpress plugin by www.seowizard.org.