Trending Now

Assailants shot at Atiq with Turkey-made pistol as used by Moosewala killers; FIR registered

ଲଗାଣ ବର୍ଷା ଯୋଗୁଁ ଶଗଡ଼ିଆ ସେତୁ ଉପରେ ୪ ଫୁଟ ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଛିନ୍ନ

“ଆମ ସଂକଳ୍ପ ନିଶା ନୁହେଁ ଜୀବନ” ସଚେତନତା ରଥର ଶୁଭାରମ୍ଭ

କୁଟାସିଂହାର ମା ଅଭୟା କାଳୀ ଙ୍କ ପୂଜା ଆରମ୍ଭ,୭ ଦିନ ଧରି ପୂଜା ହେବ

11 dead, 47 injured in stampede outside Bengaluru stadium during RCB event

ମା ’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ନଗର ଭ୍ରମଣର ଶେଷ ଦିନରେ ବଜାର ସାହି ଆଚାର୍ଯ୍ୟ କଲୋନୀକୁ ଆଗମନ

ଗଜପତି: ରାତ୍ରି ପାଟ୍ରୋଲିଂ ସମୟରେ ବେଆଇନ ବନ୍ଧୁକ ଜବତ : ୨ ଗିରଫ

ନିର୍ବାଚନ ଗଣତିର ବର୍ଷକ ପରେ ବିଜେଡିର ନୂଆ ସାଙ୍ଗଠନିକ କଳେବର: ଦୁଇବ୍ଲକ ଓ ତେତିଶ ବ୍ଲକ ସଭାପତି ନିର୍ବାଚିତ

logo
  • Top Stories
  • Business News
  • National News
  • Ollywood News
  • Sports News
  • Odisha News
  • Bollywood
  • Advertise
Home Odisha News
Odisha News

ଅଗ୍ନିଶମ ଡିଜିଙ୍କ ନାମରେ ହ୍ବାଟସଅପରେ ଫେକ ଆକାଉଣ୍ଟ

By Odisha News Online Jul 21, 2022 404

ଭୁବନେଶ୍ୱର, ୨୧/୭ : ସାଇବର ଲୁଟେରାଙ୍କ ଟାର୍ଗେଟରେ ଅଗ୍ନିଶମ ଡିଜି । ଫେକ୍ ହ୍ୱାଟସାପ୍ ଆକାଉଣ୍ଟ ଖୋଲି ମାଗୁଛନ୍ତି ଟଙ୍କା । ମେଡିକାଲ ବାହାନା କରି ପରିବାର ଓ ପରିଚିତ ଲୋକଙ୍କ ପାଖକୁ ଯାଉଛି ମେସେଜ୍ ।
ଖବର ଅନୁଯାୟୀ, ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ନାଁରେ ଫେକ୍ ହ୍ୱାଟସାପ୍ ଆକାଉଣ୍ଟ ଖୋଲିଛନ୍ତି ସାଇବର ଲୁଟେରା ।
ଯାହାଫଳରେ ଅଗ୍ନିଶମ ଡିଜିଙ୍କ ଫେକ୍ ଆକାଉଣ୍ଟରୁ ପରିଚିତ ଲୋକ ଓ ପରିବାର ସଦସ୍ୟଙ୍କୁ ଯାଉଛି ମେସେଜ୍ । ଆଉ ଏହି ମେସେଜ୍ରେ ମେଡିକାଲ ବାହାନା କରି ମାଗୁଛନ୍ତି ଟଙ୍କା ।
ତେବେ ଅଗ୍ନିଶମ ଡିଜି ଏସଂପର୍କରେ ଜାଣିବା ପରେ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଛନ୍ତି । ଘଟଣାର ତଦନ୍ତ କରି ଦୋଷୀଙ୍କୁ ଖୋଜି ବାହାର କରିବାକୁ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଅଗ୍ନିଶମ ଡିଜି ।

Tags: Bhubaneswar fake whatsapp account fire service dg

Post navigation

Previous Previous post:

It was Draupadi Murmu who inspired us to plant trees, says Bikrant Tiwary

Next Next post:

ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ଆଉ ଦୁଇଟି ଗେଟ୍, ସତର୍କ ରହିବାକୁ ସୂଚନା

Related Posts

ନାଟ୍ୟକାର ତଥା ସିନେ ନିର୍ଦ୍ଦେଶକ ପ୍ରଦୀପ ଭୋଳଙ୍କ ହୃଦଘାତରେ ପରଲୋକ

By Odisha News Online Dec 18, 2022

ବାଂଲାଦେଶ ପଳାଇବ ବାତ୍ୟା ସିତ୍ରାଙ୍ଗ !

By Odisha News Online Oct 20, 2022

ସହିଦ ସୁମନ୍ତ ପଧାନଙ୍କ ୪ର୍ଥ ସହିଦ ଦିବସ ପାଳିତ

By Odisha News Online Sep 24, 2024

Join Us

  • Facebook Like us on Facebook
  • Twitter Follow us on Twitter

Recent Posts

  • “ଆମ ସଂକଳ୍ପ ନିଶା ନୁହେଁ ଜୀବନ” ସଚେତନତା ରଥର ଶୁଭାରମ୍ଭ

    Jun 4, 2025

  • କୁଟାସିଂହାର ମା ଅଭୟା କାଳୀ ଙ୍କ ପୂଜା ଆରମ୍ଭ,୭ ଦିନ ଧରି ପୂଜା ହେବ

    Jun 4, 2025

  • 11 dead, 47 injured in stampede outside Bengaluru stadium during RCB event

    Jun 4, 2025

Trending Now

  • Kohli credits team effort for historic ODI series win vs Proteas

    Feb 14, 2018

  • Rohit Sharma ends SA hoodoo

    Feb 14, 2018

  • 4 hockey players from Odisha in Team India for Azlan Shah Cup

    Feb 20, 2018

Quick Links

  • Top Stories
  • Business News
  • National News
  • Ollywood News
  • Sports News
  • Odisha News
  • Bollywood
  • Advertise

Recent Posts

  • “ଆମ ସଂକଳ୍ପ ନିଶା ନୁହେଁ ଜୀବନ” ସଚେତନତା ରଥର ଶୁଭାରମ୍ଭ
  • କୁଟାସିଂହାର ମା ଅଭୟା କାଳୀ ଙ୍କ ପୂଜା ଆରମ୍ଭ,୭ ଦିନ ଧରି ପୂଜା ହେବ
  • 11 dead, 47 injured in stampede outside Bengaluru stadium during RCB event
  • ମା ’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ନଗର ଭ୍ରମଣର ଶେଷ ଦିନରେ ବଜାର ସାହି ଆଚାର୍ଯ୍ୟ କଲୋନୀକୁ ଆଗମନ
  • ଗଜପତି: ରାତ୍ରି ପାଟ୍ରୋଲିଂ ସମୟରେ ବେଆଇନ ବନ୍ଧୁକ ଜବତ : ୨ ଗିରଫ
© Copyright 2015  - Odisha News Online
  • Privacy policy
  • Advertising
  • Contact us