Home Posts tagged world cup
Odisha News Sports News
ଭୁବନେଶ୍ୱର,୮/୨: ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରୁ ହେବାକୁ ଥିବା ଭାରତ-ପାକିସ୍ଥାନ ଆସିସି ଟି-୨୦ ବିଶ୍ୱକପ ଦେଖିବା ପାଇଁ ଲୋକଙ୍କ ଭିତରେ ଉତ୍କଣ୍ଠା ଭରିଯାଇଛି ।ଭାରତ-ପାକିସ୍ତାନର ଏହି ଆସିସି ଟି-୨୦ ବିଶ୍ୱକପ ଚଳିତ ବର୍ଷର ପ୍ରଥମ ମ୍ୟାଚ୍ ଖେଳା ଯିବ ଯାହାକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ଦେଖା ଦେଇଛି ।ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୨୨ ଅକ୍ଟୋବର ୨୩ରେ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ମହା ମୁକାବିଲା ଖେଳାଯିବ। ଏହି ମ୍ୟାଚ୍ ଦେଖିବା ପାଇଁ Continue Reading
Seo wordpress plugin by www.seowizard.org.