Home Posts tagged World Breast Cancer Awareness
Odisha News
By Ashwini Darjee ବରଗଡ଼,୨୭/୧୦: ଆଜି ସାରା ବିଶ୍ବରେ କ୍ୟାନ୍ସର ରୋଗ ନିଜର କାୟା ବିସ୍ତାର କରିସାରିଥିବା ବେଳେ ଏହି ଅସାଧ୍ୟ କ୍ୟାନ୍ସର ରୋଗରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାରର କେନ୍ସର ଉପରେ ସଚେତନତା ନିହାତି ଆବଶ୍ୟକ ହୋଇପଡିଛି  ।  ଅନେକ ପ୍ରକାରର  କ୍ୟାନ୍ସର ରୋଗ ମଧ୍ୟରୁ ମହିଳା ମାନକ ମଧ୍ୟରେ ସର୍ବାଧିକ ସ୍ତନ କର୍କଟ ଦେଖାଦେଉଥିବା ବେଳେ ସ୍ତନ କର୍କଟ ଉପରେ ମହିଳା ମାନଙ୍କୁ ସଚେତନ କରାଇବା ଉଦ୍ୟେଶ ନେଇ ପ୍ରତିବର୍ଷ Continue Reading
Seo wordpress plugin by www.seowizard.org.