Who will compensate for this irreparable loss? By Swagatika Bhutiaରାଜଧାନୀ ଭୁବନେଶ୍ୱରର କେନ୍ଦ୍ରସ୍ଥଳରେ ବର୍ତ୍ତମାନ ଅନେକ ବୃକ୍ଷ ବଳି ପଡୁଛନ୍ତି । ଆଉ ଏ କାର୍ଯ୍ୟଟି ଘଟୁଛି ଠିକ୍ ଏହି ମନ୍ଦିରମାଳିନୀ ସହରର ଛାତି ଉପରେ,- ବିଧାନସଭା ଠାରୁ ମାତ୍ର ୧୦୦ ମିଟର ଦୂରରେ । ଏପର୍ଯ୍ୟନ୍ତ ୩୦୦ ଗଛକୁ ଅତି ନିର୍ମମ ଭାବରେ ହତ୍ୟା କରାଗଲାଣି । ଆହୁରି ୬ଶହ ଗଛ ବଳି ପଡିବେ ବୋଲି କୁହଯାଉଛି ।ଏଇ ବୃକ୍ଷମାନଙ୍କର ଶବ ଉପରେ […]Continue Reading