Home Posts tagged west bengal elections
Odisha News
କୋଲକାତା,୮/୭: ଆଜି ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ଶେଷ ହୋଇଛି। ୭୩,୮୮୭ ଆସନ ଲାଗି ହୋଇଥିବା ମତଦାନେ ପ୍ରାୟ ୫.୬୭ କୋଟି ଭୋଟର ଅଂଶ ଗ୍ରହଣ କରି ୨.୦୬ ଲକ୍ଷ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି। ସେଠାରେ ୫୦.୦୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି।ତେବେ ମତଦାନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି । ସରକାରୀ ସୂଚନା ଅନୁସାରେ, ଭୋଟ୍ ଗ୍ରହଣ ଚାଲିଥିବାବେଳେ ରାଜ୍ୟର ବିଭିନ୍ନ Continue Reading
Seo wordpress plugin by www.seowizard.org.