Home Posts tagged weat wave
Odisha News
ଭୁବନେଶ୍ୱର,୨୮/୪: ଡହଡହ ଖରାରେ ରାଜ୍ୟବାସୀଙ୍କ ଭାଜି ହେଉଛନ୍ତି ରାଜ୍ୟବାସୀ । ସକାଳ ୮ଟା ହେବା ମାତ୍ରେ ଟାଣ ଖରା ଆରମ୍ଭ ହୋଇଯାଉଛି। ଅପରାହ୍ନ ୪ଟା ପର‌୍ୟ୍ୟନ୍ତ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ଉପକୂଳବର୍ତ୍ତୀ ଓଡ଼ିଶାରେ ତାପମାତ୍ରା ଆଭ୍ୟନ୍ତରୀଣ ଓଡ଼ିଶା ତୁଳନାରେ ସାମାନ୍ୟ କମ୍ ରହୁଛି। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଲୋକଙ୍କ ପାଇଁ ଅଧିକ ଚିନ୍ତା ବଢ଼ାଉଛି। ତେବେ ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ Continue Reading
Seo wordpress plugin by www.seowizard.org.