Home Posts tagged wear mask properly
Odisha News
କଟକ,୨/୭: ଭୁବନେଶ୍ୱର ପରେ କଟକରେ ମାସ୍କ ବାଧ୍ୟତାମୂଳକ ହୋଇଛି। ଆଜି ଏହି ନିର୍ଦ୍ଦେଶନାମା ବାହାରିଛି। କଟକ ସହରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି ସିଏମ୍ସି(କଟକ ମହାନଗର ନିଗମ)।କୋଭିଡ଼ ସଂକ୍ରମଣ ବଢ଼ୁଥିବାରୁ ଏହାର ନିମନ୍ତ୍ରଣ ନିମନ୍ତେ ଏଭଳି କଟକଣା କଡ଼ା କରିଛି ପ୍ରଶାସନ। କଟକରେ ରହୁଥିବା ଲୋକ ଓ କଟକକୁ ଆସୁଥିବା ଲୋକ ମାସ୍କ ପିନ୍ଧିବେ।ବାହାରକୁ କିମ୍ବା ସର୍ବସାଧାରଣ ସ୍ଥାନକୁ ଯାଉଥିବା ଲୋକେ ମାସ୍କ ପିନ୍ଧିବା ଜରୁରୀ କରାଯାଇଛି। ସର୍ବସାଧାରଣ Continue Reading
Odisha News
ଭୁବନେଶ୍ୱର, ୩୦/୬: ଭୁବନେଶ୍ବରରେ ରହୁଥିଲେ କିମ୍ବା ବାହାରୁ ଏଠାକୁ ଆସୁଥିଲେ ଏଣିକି ବାଧ୍ୟତାମୂଳକ ଭାବେ ମାସ୍କ ପରିଧାନ କରିବେ। କରୋନା ସଂକ୍ରମଣ ବଢ଼ିବାରୁ ବିଏମ୍ସି କଟକଣା ବଢ଼ାଇଦେଇଛି। ତେଣୁ ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି।ମାସ୍କ ପରିଧାନ ସହ ୨ ମିଟର ସାମାଜିକ ଦୂରତ୍ୱ ପାଇଁ ନିର୍ଦ୍ଦେଶ ହୋଇଛି। ସପିଂ ମଲ୍, ଦୋକାନ ଓ ବଜାରରେ ମଧ୍ୟ ମାଲିକମାନେ ଏହାରି ଉପରେ ଯଥେଷ୍ଟ ପ୍ରାଧାନ୍ୟ ଦେବେ।ସମସ୍ତ ସରକାରୀ ଓ ଘରୋଇ Continue Reading
Top Stories
ପୁରୀ,୨୮/୬: ରଥଯାତ୍ରାରେ ବଣ୍ଟାଯିବ ୧୦ ଲକ୍ଷ ମାସ୍କ। କରୋନା ସଂକ୍ରମଣ ପୁଣି ଥରେ ମୁଣ୍ଡ ଟେକୁଥିବା ବେଳେ ତଥା ପଜେଟିଭ ହାର ବଢ଼ିବାକୁ ଲକ୍ଷ୍ୟରେ ରଖି ସ୍ୱାସ୍ଥ୍ୟ ବିଭାଗ ଏହି ନିଷ୍ପତ୍ତି ନେଇଛି। ପୁରୀ ରଥଯାତ୍ରା ପାଇଁ ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଥିଲା।ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି। ଯେଉଁ ମାନଙ୍କୁ ଥଣ୍ଡା କାସ ଅଛି ସେମାନେ ଘରେ ବସି ଟିଭିରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖନ୍ତୁ ବୋଲି Continue Reading
Top Stories
ଭୁବନେଶ୍ବର, ୨୭/୬: ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର।ସେ କହିଛନ୍ତି ଯେ ରାଜ୍ୟରେ କୋଭିଡ ସଂକ୍ରମଣ ଲଗାତାର ଉପର ମୁହାଁ ହେଉଥିବା ଯୋଗୁଁ ଏବଂ ପୁରୀରେ ସଂକ୍ରମଣ ଥିବା ହେତୁ ଏଭଳି ନିଷ୍ପତ୍ତି ନିଆଯାଇଛି।ସେ ଆହୁରି କହିଛନ୍ତି, ଯେଉଁମାନଙ୍କଠାରେ କରୋନାର ଲକ୍ଷଣ ରହିଛି, ସେମାନେ ପୁରୀ ନ ଆସି ଘରେ ରହି ଟିଭିରେ ରଥଯାତ୍ରା ଦେଖିବା ଭଲ। ରଥଯାତ୍ରା ପାଇଁ ପୁରୀ ଷ୍ଟେସନ, Continue Reading
Odisha News
ଭୁବନେଶ୍ୱର, ୪/୬ : ଦୀର୍ଘ ଦିନର ବିରତି ପରେ ବିଭିନ୍ନ ରାଜ୍ୟରେ ଏବେ ପୁଣି ଥରେ କରୋନା ସଂକ୍ରମଣ ମୁଣ୍ଡ ଟେକିଛି। ମୁମ୍ବାଇରେ ପୁଣିଥରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସେଠାକାର ସରକାର ପୁଣି ଥରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ହେଲେ ଏପରି ସମୟରେ ଓଡ଼ିଶାରେ ସ୍ଥିତି ଉଦବେଗଜନକ ନ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।ଓଡ଼ିଶାରେ ସ୍ଥିତି ଏବେ ଭଲ ଅଛି। ସର୍ଭିଲାନ୍ସ ଓ Continue Reading
Seo wordpress plugin by www.seowizard.org.