କଟକ,୪/୮ : ଉପର ମୁଣ୍ଡରେ ବର୍ଷା ହେବା ଯୋଗୁ ହୀରାକୁଦ ଡ୍ୟାମ ମଧ୍ୟକୁ ଜଳ ପ୍ରବେଶର ପରିମାଣ ବଢୁଛି। ଫଳରେ ଡ୍ୟାମର ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ କଟକର ମୁଣ୍ଡଳିଠାରେ ଜଳସ୍ତର କମୁଛି।ହୀରାକୁଦ ଡ୍ୟାମର ୨ଟି ଗେଟ୍ ଖୋଲା ରହିଛି। ଆଜି ସକାଳ ୬ଟାରେ ଡ୍ୟାମର ଜଳସ୍ତର ୬୧୪.୬୦ ଫୁଟରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଡ୍ୟାମ ମଧ୍ୟକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୨ ହଜାର ୮୦୮ ହଜାର ଘନଫୁଟ ଜଳ ପ୍ରବେଶ […]Continue Reading

କଟକ,୧୭/୮: ସମଗ୍ର ରାଜ୍ୟରେ ବନ୍ୟାକୁ ନେଇ ଉଦ୍ବେଗଜନକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ମୁଣ୍ଡଳିଠାରେ କିନ୍ତୁ ସାମାନ୍ୟ ଖସିଛି ଜଳସ୍ତର। ଏହାସତ୍ତ୍ୱେ ଏବେ ବି ବିପଦ ସଙ୍କେତ ଉପରେ ରହିଛି ମହାନଦୀ ।ଗତକାଲି ମୁଣ୍ଡଳିଠାରେ ୧୨ ଲକ୍ଷ କ୍ୟୁସେକ ଉପରେ ଜଳସ୍ତର ଥିବା ବେଳେ ଆଜି ତାହା ୧୧ ଲକ୍ଷ ୭୭ ହଜାର ୨୪ କ୍ୟୁସେକରେ ପହଞ୍ଚିଛି। ମୁଣ୍ଡଳିଠାରେ ବିପଦ ସଂକେତ ୯୭.୨୫ ଫୁଟ୍ ଥିବା ବେଳେ ଜଳସ୍ତର ୯୭.୫୦ ଫୁଟ୍ ରହିଛି। ଏବେବି ମୁଣ୍ଡଳିରେ ବିପଦ […]Continue Reading