Home Posts tagged WAQAF BOARD
Odisha News
କର୍ଣ୍ଣାଟକ,୨୫/୩: ବିଜେପି ନେତୃତ୍ୱାଧୀନ କର୍ଣ୍ଣାଟକା ସରକାର ରାଜ୍ୟରେ ମୁସଲିମମାନଙ୍କୁ ମିଳୁଥିବା ୪% ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରି ଦେଇଛନ୍ତି।ଶୁକ୍ରବାର ସରକାର ଏପରି ନିଷ୍ପିତ୍ତି ନେଇଥିବା ବେଳେ ଆଜି ଏହାକୁ ୱାକଫ ବୋର୍ଡ ବିରୋଧ କରିଛି। ବୋର୍ଡ ପକ୍ଷରୁ ୨ବି ବର୍ଗରେ ପୁଣି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରାଯାଇଛି। ଏଥିସହ ସହ ଭୋଟ ଧ୍ରୁବୀକରଣ ପାଇଁ ସରକାର ଏପରି ପଦକ୍ଷେପ ନେଇଥିବା ମଧ୍ୟ ବୋର୍ଡ ଅଭିଯୋଗ କରିଛି।ବୋର୍ଡର ଜଣେ ସଦସ୍ୟ Continue Reading
Seo wordpress plugin by www.seowizard.org.