Home Posts tagged VSS Medical college
Odisha News
ବିନିକା/ବୁର୍ଲା,୨୧/୯: ବୁର୍ଲା ବଡ଼ମେଡିକାଲରେ ଜଣେ ମହିଳା ଏକକାଳୀନ ୪ ଜଣ ଶିଶୁଙ୍କୁ ଜନ୍ମଦେଇଛନ୍ତି। ଏହି ୪ ନବଜାତଙ୍କ ମଧ୍ୟରେ ଅଛନ୍ତି ଗୋଟିଏ ପୁଅ ଓ ୩ କନ୍ୟା। ଶିଶୁମାନଙ୍କର ଓଜନ କମ୍ ଏବଂ ଜୀବନ ପ୍ରତି ବିପଦ ଥିବାରୁ ସେମାନଙ୍କୁ ଡାକ୍ତରଖାନାର ଏସ୍ଏନ୍ସିୟୁରେ ଭର୍ତ୍ତି କରାଯାଇଛି। ୪ ଜଣ ଶିଶୁଙ୍କର ମା’ ହୋଇଥିବା ମହିଳା ହେଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ବାଞ୍ଜିପାଲି ଗାଁର ରବୀନ୍ଦ୍ର ବାଗ୍ଙ୍କ ସ୍ତ୍ରୀ କୁନି ସୁନା।ସୂଚନା Continue Reading
Seo wordpress plugin by www.seowizard.org.