Home Posts tagged vladimir putin
Odisha News
ନୂଆଦିଲ୍ଲୀ: ରୁଷିଆ-ଯୁକ୍ରେନ୍ ଯୁଦ୍ଧ ୬୪ ଦିନରେ ପହଁଞ୍ଚିଲାଣି । ହେଲେ ଯୁଦ୍ଧ କମିନି । ଦିନକୁ ଦିନ ଏଇ ଯୁଦ୍ଧର ଗତି ବଦଳୁଛି । ରୁଷିଆ-ଯୁକ୍ରେନ୍ ଯୁଦ୍ଧ ଚାଲିଥିଲା ବେଳେ ରୁଷିଆର ଏକ ବଡ ବୟାନ୍ ସାମ୍ମାକୁ ଆସିଛି । ରୁଷିଆ କହିଛି ଯଦି କୌଣସି ଦେଶ ୟୁକ୍ରେନ ବିରୋଧରେ ଚାଲିଥିବା ଯୁଦ୍ଧରେ ହସ୍ତକ୍ଷେପ କରନ୍ତି ତେବେ ସେହି ଦେଶ ଉପରେ ଆକ୍ରମଣ ହେବ । ବୁଧବାର ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ, ଯୁଦ୍ଧରେ […]Continue Reading
Odisha News
ନୂଆଦିଲ୍ଲୀ,୨୪/୨: ବିଭିନ୍ନ ଦେଶର ବିରୋଧ ସତ୍ତ୍ବେ ମଧ୍ୟ ୟୁକ୍ରେନ ଉପରେ ଆକ୍ରମଣ କରିଛି ଋଷ। ଆମେରିକା, ଜର୍ମାନୀ, ବ୍ରିଟେନ ଭଳି ଦେଶ ଆର୍ଥିକ କଟକଣା ଲଗାଇଥିଲେ ବି ପଛକୁ ହଟିଲାନି ଋଷ। ଏବେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ୟୁକ୍ରେନ୍ ବିପକ୍ଷରେ ଯୁଦ୍ଧ ଘୋଷଣା କରିବା କ୍ଷଣି କିଏଭ୍ ଏବଂ ଖାର୍କିଭ୍ରେ ପ୍ରଚଣ୍ଡ ବିସ୍ଫୋରଣ ଆରମ୍ଭ ହୋଇଯାଇଛି। ତେବେ ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ୟୁକ୍ରେନୀୟ Continue Reading
Seo wordpress plugin by www.seowizard.org.