
ଭୁବନେଶ୍ୱର,୧୦/୬: ବିଜେଡି ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟ ଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ ଆସିଛି । ଅନୁୁଭବଙ୍କ ନାଁରେ ବର୍ଷ ଆଉ ଏକ କେସ୍ କଟକ ଡିଜେଏମ୍ କୋର୍ଟରେ କରିଛନ୍ତି ।ଅନୁଭବ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ ଜରିଆରେ ତାଙ୍କର ସମ୍ମାନହାନୀ କରୁଥିବା ବର୍ଷା ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଅନୁଭବଙ୍କ ଘର ଛାଡିବାକୁ ବର୍ଷାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। Continue Reading