ନୂଆଦିଲ୍ଲୀ, ୧/୩: ଶାନ୍ତି ଆଲୋଚନା ବିଫଳ ହେବା ପରେ ଏବେ ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରୁଛି ଋଷ। ଭାରତୀୟ ଦୂତାବାସ ତୁରନ୍ତ କିଭ ଛାଡ଼ିବା ପାଇଁ ଭାରତୀୟଙ୍କୁ ନିର୍ଦ୍ଦେଶ ଦେଇଛି। ୟୁକ୍ରେନର ବଡ଼ ବଡ଼ ଅଟ୍ଟାଳିକା ଋଷ ଧ୍ବଂସ କରୁଥିବା ବେଳେ ଏବେ ସାଧାରଣ ନାଗରିକଙ୍କୁ ମଧ୍ୟ ଟାର୍ଗେଟ କରୁଛି।ତେବେ ୟୁକ୍ରେନକୁ ହରାଇବା ପାଇଁ ଋଷ ନିଷିଦ୍ଧ ହୋଇଥିବା ଭାକ୍ୟୁମ୍ ବୋମା ବ୍ୟବହାର କରୁଛି ବୋଲି ୟୁକ୍ରେନ ଦାବି କରିଛି। ଏହି ବୋମା ଏତେ ଭୟଙ୍କର […]Continue Reading