Home Posts tagged Uttar Pradesh's Kanpur
Odisha News
କାନପୁର, ୨୪/୯: ‘କୋମା’କୁ ଚାଲିଯାଇଛନ୍ତି ଭାବି ଗତବର୍ଷ ମରିଯାଇଥିବା ଜଣେ ଆୟକର ବିଭାଗ କର୍ମଚାରୀଙ୍କୁ ତାଙ୍କ ପରିବାର ଲୋକେ ପ୍ରାୟ ୧୮ ମାସ ହେବ ଘରେ ରଖିଥିଲେ ବୋଲି ଶୁକ୍ରବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।ଗଙ୍ଗାଜଳ ତାଙ୍କୁ ‘କୋମା’ରୁ ଉଠାଇବ ଭାବି ମାନସିକ ଅସନ୍ତୁଳନ ଥିବା ପରି ମନେହେଉଥିବା ମୃତବ୍ୟକ୍ତିଙ୍କ ପତ୍ନୀ ସବୁ ଦିନ ସକାଳେ ସ୍ବାମୀଙ୍କ ଗଳିତ ଶବ ଉପରେ ଗଙ୍ଗାପାଣି ଛିଞ୍ଚୁଥିଲେ ବୋଲି ସେମାନେ କହିଛନ୍ତି।ଘଟଣା ସଂକ୍ରାନ୍ତରେ Continue Reading
Odisha News
ଲକ୍ଷ୍ନୌ, ୬/୪: ମହମ୍ମଦଙ୍କ ବିରୋଧରେ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟଙ୍କୁ ନେଇ ଉତ୍ତରପ୍ରଦେଶ କାନପୁରର ବେକନଗଞ୍ଜ ଅଞ୍ଚଳରେ ଗତକାଲି ସୃଷ୍ଟି ହୋଇଛି ସାମ୍ପ୍ରଦାୟିକ ହିଂସାକାଣ୍ଡ ।ଦୁଇ ସମ୍ପ୍ରଦାୟ ମଧ୍ୟରେ ଘଟିଥିବା ଏହି ହିଂସାକାଣ୍ଡରେ ବହୁ ଜଣ ଆହତ ହୋଇଥିବା ବେଳେ ବ୍ୟାପକ ଭଙ୍ଗାରୁଜା ହୋଇଛି।ଏହି ଘଟଣାରେ ପୁଲିସ୍ ୩୫ଜଣଙ୍କୁ ବାନ୍ଧି ସାରିଛି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଅଧିନିୟମ ଅନୁଯାୟୀ ନିୟମ ଲାଗୁ କରାଯିବ Continue Reading
Seo wordpress plugin by www.seowizard.org.