Home Posts tagged UNION MINISTER GIRI RAJ SING CAMPAIGN AT SAMBALPUR
Odisha News
ସମ୍ବଲପୁର, ୨୨/୫: ସମ୍ବଲପୁରରେ ବିଶାଳ ରୋଡ୍ ଶୋ’ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଏହି ରୋଡ୍ ଶୋ’ ମାଧ୍ୟମରେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି। ଏହି ସମୟରେ ନବୀନଙ୍କୁ ସିଧା ହମଲା କରିଛନ୍ତି ଗିରିରାଜ ସିଂହ।ସେ କହିଛନ୍ତି, ଓଡ଼ିଶାରେ ଶାସନ ହିଁ ନାହିଁ। ନବୀନ ବାବୁ ନଜର ବନ୍ଦୀ ହୋଇ ରହିଛନ୍ତି। ତାଙ୍କୁ ଅପହରଣ କରି ନିଆଯାଇଛି। ନବୀନ ବାବୁ କିଛି ସମୟ ପାଇଁ ବାହାରକୁ ଆସନ୍ତି। ସଭା ସମିତିରେ ୨ ମିନିଟ୍ […]Continue Reading
Seo wordpress plugin by www.seowizard.org.