Home Posts tagged umorcurt
Odisha News
ଉମରକୋଟ,୧୨/୧୨: ଖଜୁରୀ ଗଛ ପୁଲିସକୁ ଦେଲା କ୍ଲୁ। ରାସ୍ତାକଡ଼ରେ ଅଧା ଭାଙ୍ଗି ପଡ଼ିଥିବା ଖଜୁରୀ ଗଛକୁ ଦେଖି ଖୋଜାଖୋଜି କରିବା ପରେ ମିଳିଲା ଛତିଶଗଡ଼ର କାଙ୍କେର ନିକଟରୁ ନିଖୋଜ ହୋଇଯାଇଥିବା ୪ ଜଣଙ୍କ ପତ୍ତା। ହେଲେ ମୃତାବସ୍ଥାରେ। ଏକ ପରିତ୍ୟକ୍ତ କୂଅରେ କାର ସହିତ ସେମାନେ ପଡ଼ି ଯାଇଥିଲେ। ମୃତକମାନେ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ତହସିଲର ସୁପରଭାଇଜର ସପନ ସରକାର, ତାଙ୍କ ପତ୍ନୀ ଇତିଶ୍ରୀ ସରକାର, ଶାଳକ ବିଶ୍ୱଜିତ୍ ଅଧିକାରୀ ଓ ପଡ଼ୋଶୀ ହାଜାରି ଢାଲି।ଏହି Continue Reading
Seo wordpress plugin by www.seowizard.org.