Home Posts tagged ukrain
Odisha News
କିବ୍,୪/୪: ରୁଷୀୟ ସୈନିକମାନେ ୧୦ ବର୍ଷୀୟ ନାବାଳିକାମାନଙ୍କ ସହ ଦୁଷ୍କର୍ମ କରିଛନ୍ତି ଏବଂ ମହିଳାମାନଙ୍କ ଶବରେ ଉତ୍ତପ୍ତ ଧାତବ ଚେଙ୍କ (ଦାଗ) ଦେଇଛନ୍ତି ବୋଲି ସୋମବାର ଦିନ ଟୁଇଟ୍ କରି ୟୁକ୍ରେନୀୟ ସାଂସଦ ଲେସିଆ ଭାସିଲେଙ୍କ୍ ଦାବି କରିଛନ୍ତି।ନାବାଳିକାମାନଙ୍କର ଗୁପ୍ତାଙ୍ଗରେ କ୍ଷତ ଚିହ୍ନ ରହିଥିବା ବେଳେ ମହିଳାମାନଙ୍କ ଶରୀରରେ ‘ହୁକ୍ଡ୍ କ୍ରସ୍’ ଆକୃତିର ଚେଙ୍କ ଦାଗ ରହିଛି। ଭାରତୀୟ ସଙ୍କେତ ସହ ସାମଞ୍ଜସ୍ୟ ଥିବାରୁ ‘ହୁକ୍ଡ୍ କ୍ରସ୍’କୁ ସ୍ବସ୍ତିକ Continue Reading
Seo wordpress plugin by www.seowizard.org.