Home Posts tagged TWO STUDENTS OF NIT DROWNED IN BRAHMANI
Odisha News
ରାଉରକେଲା,୮/୬: ବ୍ରାହ୍ମଣୀ ନଦୀରେ ପୁଣି ଅଘଟଣ ଘଟିଛି। ଗାଧୋଇବାକୁ ଯାଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଦୁଇ ଜଣ ବୁଡ଼ି ଯାଇଛନ୍ତି। ମୃତ ଛାତ୍ର ଦ୍ବୟ ହେଲେ ରଜତ ସାହୁ (୨୧) ଓ ସମୀରନ ସୁକୁମାର ନାୟକ (୨୩)।ସୂଚନା ଅନୁସାରେ ରାଉରକେଲା ଏନ୍ଆଇଟିକୁ ଇଣ୍ଟରନସିପ୍ ପାଇଁ ଆସିଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବିଭାଗର ଦ୍ବିତୀୟ ବର୍ଷର ଛାତ୍ର ରଜତ ସାହୁ, ସମୀରନ୍ ସୁକୁମାର ସାହୁ, ଭିସୁଟ୍ର ଛାତ୍ରୀ ଅଭିଲିପ୍ସା ପ୍ରଧାନ, Continue Reading
Seo wordpress plugin by www.seowizard.org.