Home Posts tagged two lootera arrested
Odisha News
ଯାଜପୁର,୧୭/୨: ଯାଜପୁର ଜିଲା ଧର୍ମଶାଳା ପୋଲିସ ୨ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ନଗଦ ୪ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି।ଏହା ସହ ଦୁଇଟି ମୋବାଇଲ, ମନିପର୍ସ ଜବତ ହୋଇଥିବା ନେଇ ଅତିରିକ୍ତ ଏସ୍ପି ନାରାୟଣ ବାରିକ ଶୁକ୍ରବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।ସୂଚନା ମୁତାବକ ବ୍ରହ୍ମବରଦା ଥାନା ସାହାପଡ଼ା ଗ୍ରାମର ଇନ୍ଦ୍ରମଣି ପରି ତାଙ୍କ ଝିଅ ବାହାଘର ନିମନ୍ତେ ଗତ ୧୪ ତାରିଖରେ ବ୍ୟାଙ୍କରୁ ୪ ଲକ୍ଷ ୨୦ ହଜାର ଟଙ୍କା […]Continue Reading
Seo wordpress plugin by www.seowizard.org.