Home Posts tagged train strike
Odisha News
ଝାରସୁଗୁଡ଼ା,୨୩/୩: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଷ୍ଟେସନରେ ୭ଟି ଟ୍ରେନ୍ ରହଣି ଦାବିରେ ଆଜି ସକାଳୁ ରେଳରୋକ ଆନ୍ଦୋଳନ ଆରମ୍ଭ କରିଛି ବେଲପାହାଡ଼ ଲଖନପୁର ରେଳ ୟୁଜର୍ ଫୋରମ୍ ।ସକାଳ ୭ଟାରୁ ଅନିର୍ଦ୍ଦିଷ୍ଟ କାଳ ପର‌୍ୟ୍ୟନ୍ତ ବିଳାଶପୁର ରେଳ ଡିଭିଜନର ହାଓଡ଼ା-ମୁମ୍ବାଇ ରେଳପଥରେ ରେଳରୋକ ଆରମ୍ଭ ହୋଇଛି। ଏଥିସହ ବେଲପାହାଡ଼ ସହରରେ ବି ବନ୍ଦ ପାଳନ କରିବାକୁ ଡାକରା ଦେଇଛି ଫୋରମ୍ ।ରେଳରୋକ ସମୟରେ ଉତ୍ତେଜନା ସୃଷ୍ଟି ହେବା ଆଶଙ୍କାରେ ବେଲପାହାଡ଼ ରେଳ ଷ୍ଟେସନରେ ୧୪୪ Continue Reading
Seo wordpress plugin by www.seowizard.org.