Home Posts tagged tomato flu
Odisha News
ନୂଆଦିଲ୍ଲୀ, ୨୧/୮ : କୋଭିଡ୍-୧୯ ମହାମାରୀ ପରେ ଆତଙ୍କ ସୃଷ୍ଟି କରିଛି ଆଉ ଏକ ନୂଆ ରୋଗ। ଯାହାର ନାଁ ଟମାଟୋ ଫ୍ଲୁ। କେରଳ ଓ ଓଡ଼ିଶାରୁ ଏହି ରୋଗର ମାମଲା ସାମ୍ନାକୁ ଆସିବା ପରେ ସମସ୍ତେ ଚିନ୍ତାରେ।ଯାହାକୁ ନେଇ ଡାକ୍ତରମାନେ ସତର୍କ କରାଇଛନ୍ତି। ‘ଟମାଟୋ ଫ୍ଲୁ’, ଏକ ନୂଆ ରୋଗ ଯାହା ହାତ, ପାଦ ଏବଂ ମୁହଁରେ ଦେଖିବାକୁ ମିଳୁଛି।ଲାନସେଟ୍ ରେସପିରୋଟୋରି ଜର୍ଣ୍ଣାଲ୍ ଅନୁଯାୟୀ, ‘ଟମାଟୋ ଫ୍ଲୁ’ ରୋଗ ପ୍ରଥମେ କେରଳର କୋଲାମରେ ଦେଖିବାକୁ ମିଳିଥିଲା। […]Continue Reading
Odisha News
କୋଚି, ୧୧/୫: ‘ଟମାଟୋ ଫ୍ଲୁ’ ନାମରେ ଗୋଟାଏ ନୂତନ ଭୂତାଣୁ ଯୋଗୁଁ କେରଳରେ ୫ ବର୍ଷରୁ କମ୍ ବୟସ୍କ ୮୦ରୁ ଅଧିକ ପିଲା ଆକ୍ରାନ୍ତ ହୋଇଥିବା କଥା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କେରଳର କୋଲାମ୍ ଜିଲ୍ଲାରେ ୮୦ରୁ ଊର୍ଦ୍ଧ୍ବ ‘ଟମାଟୋ ଫ୍ଲୁ’ ମାମଲା ଚିହ୍ନଟ ହୋଇଛି।ଆକ୍ରାନ୍ତ ପିଲାମାନେ ୫ ବର୍ଷରୁ କମ୍ ବୟସ୍କ ଏବଂ ସ୍ଥାନୀୟ ସରକାରୀ ହସ୍ପିଟାଲ୍ରୁ ସେମାନଙ୍କ ବିଷୟରେ ସୂଚନା ମିଳିଛି। ଘରୋଇ ହସ୍ପିଟାଲ୍ରେ Continue Reading
Seo wordpress plugin by www.seowizard.org.