Home Posts tagged today ganesh chaturthi
Odisha News
ଭୁବନେଶ୍ୱର,୩୧/୮: ଆଜି ହେଉଛଇ ଗଣେଶ ଚତୁର୍ଥୀ। ଅଗ୍ରଗଣ୍ୟ ଗଜାନଙ୍କ ପୂଜା ଆରଧନାର ଦିନ। ଆଜିଠୁ ଆରମ୍ଭ ହେଉଛି ପାର୍ବଣ। ଗଣେଶ ପୂଜା ଅବସରରେ ସବୁଠି ଲାଗି ରହିଛି ଉତ୍ସବମୁଖର ପରିବେଶ। ଶିକ୍ଷାନୁଷ୍ଠାନ, କ୍ଲବ, ଅଫିସ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ପୂଜା ମଣ୍ଡପରେ ମହା ସମାରୋହରେ ଆୟୋଜିତ ହେଉଛି ଗଣେଶ ପୂଜା।ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପୂଜା ପାଇବେ ବିଘ୍ନ ବିନାଶକ। ଏଣୁ ଜାକଜମକରେ ଅଗ୍ରପୂଜ୍ୟଙ୍କ ଆରଧନା ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ। ପ୍ରମୁଖ Continue Reading
Seo wordpress plugin by www.seowizard.org.