Home Posts tagged TIRTOL MLA
Odisha News
ଭୁବନେଶ୍ୱର,୧୯/୬: ଥାନାରେ ବାନ୍ଧବୀ ସୋମାଲିକା ଦାଶଙ୍କ ଏତଲାକୁ ନେଇ ମୁହଁ ଖୋଲିଛନ୍ତି ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟଶଙ୍କର ଦାସ। ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ମୁଁ ବାହା ହେବାକୁ ରାଜି ବୋଲି ସମସ୍ତଙ୍କ ସାମ୍ନାରେ କହି ସାରିଛି।ଏତଲା ହେବାର ପୂର୍ବ ଦିନ ରାତିରେ ବି ମଧ୍ୟସ୍ଥି କରୁଥିବା ମହିଳାଙ୍କ ସହ ଫୋନ ମେସେଜ୍ ଜରିଆରେ କଥା ହୋଇଥିଲି। କୋର୍ଟ ମ୍ୟାରେଜ ଆବେଦନ ପଞ୍ଜୀକରଣ ହେବାରେ ଆଉ ୬୦ ଦିନ ଅଛି, ଭଲ ସମୟ ଦେଖି ମ୍ୟାରେଜ ପାଇଁ […]Continue Reading
Odisha News
ପାରାଦୀପ,୧୭/୬: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ପ୍ରେମିକା । ବିବାହ ପାଇଁ କୋର୍ଟକୁ ଆସିବାକୁ କହି ବିଜୟ ଆସିନଥିବା ଅଭିଯୋଗ କରିଛନ୍ତି ପ୍ରେମିକା । ଗତ ମାସ ୧୭ରେ ବିଜୟ ଓ ତାଙ୍କ ପ୍ରେମିକା ବିବାହ ଆବେଦନ କରିଥିଲେ ।ସବରେଜିଷ୍ଟ୍ରୀ ଅଫିସ୍ରେ ଉଭୟ ବିବାହ ପଞ୍ଜୀକରଣ ଆବେଦନ କରିଥିଲେ । ଆବେଦନର ମାସକ ପରେ ଆଜି ପଞ୍ଜୀକରଣ ପାଇଁ ପହଞ୍ଚିଥିଲେ ପ୍ରେମିକା । ତେବେ ଦୀର୍ଘ ସମୟ ଅପେକ୍ଷା କଲା […]Continue Reading
Seo wordpress plugin by www.seowizard.org.