Home Posts tagged Thomas Cup 2022 final
Sports News
ବ୍ୟାଙ୍କକ୍,୧୬/୫: ବିଶ୍ବ ବ୍ୟାଡ୍ମିଣ୍ଟନ୍ର ଅନ୍ୟତମ ମର‌୍ୟ୍ୟାଦାଜନକ ପ୍ରତିଯୋଗିତା ଥମାସ୍ କପ୍ ପୁରୁଷ ବର୍ଗ ପ୍ରତିଯୋଗିତାରେ ଭାରତ ଇତିହାସ ରଚିଛି। ପ୍ରଥମ ଥର ପାଇଁ ଫାଇନାଲ୍କୁ ଉଠିଥିବା ଭାରତୀୟ ଦଳ ବିଜେତା ଟ୍ରଫି ସହ ସ୍ବର୍ଣ୍ଣିମ ସଫଳତା ଅର୍ଜନ କରିଛି। ଫାଇନାଲ୍ରେ ଗତ ଥରର ଚାମ୍ପିଅନ୍ ତଥା ୧୪ ଥର ଟ୍ରଫି ବିଜେତା ଇଣ୍ଡୋନେସିଆକୁ ଭାରତୀୟ ଦଳ ସିଧାସଳଖ ୩-୦ରେ ପରାସ୍ତ କରି ନୂଆ ଶିଖର ଛୁଇଁଛି। ଏହି ବିରଳ ସଫଳତା ଲାଗି ଭାରତୀୟ ଦଳକୁ Continue Reading
Seo wordpress plugin by www.seowizard.org.