Home Posts tagged tamato
Odisha News
ଭୁବନେଶ୍ବର,୧୪/୫: ଟମାଟୋ ଦର ଆକାଶ ଛୁଆଁ । ରାଜଧାନୀ ପରିବା ବଜାରରେ ବାହାର ରାଜ୍ୟର ପରିବା ବିକ୍ରି ହେଉଛି । ଯାହାଦ୍ୱାରା ରାଜଧାନୀର ପରିବା ଦର ବୃଦ୍ଧି ପାଇଛି ।ଓଡ଼ିଶା କୃଷି ପ୍ରଧାନ ରାଜ୍ୟ ହୋଇ ବାହାର ରାଜ୍ୟରୁ ପରିବା ଆମଦାନୀ ହେଉଛି । ରାଜ୍ୟ ସରକାର ଆଳୁ ଉତ୍ପାଦନ ନାଁରେ କୋଟିକୋଟି ଟଙ୍କାର ଯୋଜନା ପ୍ରସ୍ତୁତ କହୁଥିଲେ ମଧ୍ୟ ଆଳୁ ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରୁ ଆସୁଛି। ସେହିଭଳି ପିଆଜ ଓ ଟମାଟୋ ନାସିକ ଏବଂ ରାୟପୁରରୁ, […]Continue Reading
Seo wordpress plugin by www.seowizard.org.