Home Posts tagged t20 match
Odisha News Sports News
ହରାରେ, ୧୦/୭ : ଟିମ୍ ଇଣ୍ଡିଆ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ୫ଟିକିଆ ଟି-୨୦ ମ୍ୟାଚ୍ର ତୃତୀୟ ଟି-୨୦ ମ୍ୟାଚ୍ରେ ବୁଧବାର ଟିମ୍ ଇଣ୍ଡିଆ ଜିମ୍ବାୱେକୁ ପରାଜିତ କରିଛି।ଧାର‌୍ୟ୍ୟ ୧୮୩ ରନ୍ର ପିଛା କରି ଜିମ୍ବାୱେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୫୯ ରନ୍ କରିଥିଲା। ଜିମ୍ବାୱେ ପକ୍ଷରୁ ୱେସଲି ମାଡେଭେରେ ୧ ରନ୍ କରିଥିବାବେଳେ ତାଡିୱାନାସେ ମାରୁମାନି ୧୩ ରନ୍ କରିଥିଲେ।ସେହିପରି ବ୍ରିୟାନ ବେନଫିଟ୍ ୪ ରନ୍, ଡିଅନ ମାୟର୍ସ ୬୫ ରନ୍, […]Continue Reading
Seo wordpress plugin by www.seowizard.org.