Home Posts tagged Surjyabansi suraj
Odisha News
ଭୁବଦେଶ୍ୱର, ୯/୧୧: ଧାମନଗର ବିଧାୟକ ହେଲେ ସୂର୍ଯ୍ୟବଂଶୀ ସୂରଜ । ବୁଧବାର ଦିନ ବିଧାନସଭାର ବାଚଷ୍ପତି ବିକ୍ରମ ଆରୁଖ ସୂର୍ଯ୍ୟବଂଶୀଙ୍କୁ ପଦ ଓ ଗୋପନୀୟତାର ସପଥ ପାଢ଼ କରାଇଛନ୍ତି । ଆଜିଠାରୁ ବିଧିବଦ୍ଧ ଭାବେ ସୂରଜ ବିଧାୟକ ଭାବେ କର୍ଯ୍ୟଭାର ସମ୍ଭାଳିଛନ୍ତି ।ଶପଥ ଗ୍ରହଣ ପୂର୍ବରୁ ସେ ଭୁବନେଶ୍ୱର ପାର୍ଟି ଅଫିସ ଯାଇଥିଲେ। ସେଠାରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଠାରେ ସେ କହିଥିଲେ, ତାଙ୍କ ବିଜୟ ହେଉଛି ଧାମନଗରବାସୀଙ୍କ ବିଜୟ। ଧାମନଗରବାସୀଙ୍କ ବିକାଶ Continue Reading
Seo wordpress plugin by www.seowizard.org.