Home Posts tagged surjya narayan patra
Odisha News
ଭୁବନେଶ୍ୱର ୧୪।୦୩ : ବିଧାୟକଙ୍କ ପାଇଁ ୧୭୫ କୋଟି ଟଙ୍କା ବୟବରାଦରେ ନିର୍ମିତ ହେବ ଭୁତଳ ପ୍ରଶାଦ । ଏହା  ଆସନ୍ତା ଅଢେଇ ବର୍ଷ ମଧ୍ୟରେ ଶେଷ ହେବ ବୋଲି ସୋମବାର ଦିନ ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ର କହିଛନ୍ତି । ତେବେ ବିଧାୟକଙ୍କ ପାଇଁ ଭୂତଳ ପ୍ରାସାଦ ନିର୍ମିତ ଲାଗି ପ୍ରାରମ୍ଭିକ ପର‌୍ୟ୍ୟାୟରେ ଓବିସିସି ଚିଫ ଇଞ୍ଜିନିୟରଙ୍କୁ ୫୦ କୋଟି ପ୍ରଦାନ କରାଯାଉଛି । ଅବଶିଷ୍ଠ ୨୨୫ କୋଟି ଟଙ୍କା ଅର୍ଥ ବିଭାଗ ଦେବ। ଏଥିପାଇଁ ବଜେଟରେ […]Continue Reading
Seo wordpress plugin by www.seowizard.org.